Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
Follow
1/6/2025
ବରଗଡ: ତୃତୀୟ ଦିନରେ ପହଞ୍ଚିଲା ବରଗଡ ଧନୁଯାତ୍ରା । ମଥୁରାରେ ଚାଲିଛି ମହାରାଜା କଂସଙ୍କ ରାଜୁତି । ତୃତୀୟ ଦିନରେ ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଥିଲା ମହାରାଜ କଂସଙ୍କୁ । ଏହାପରେ କାରାଗୃହକୁ ପ୍ରବେଶ କରି ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କେଳରୁ ଛଡ଼ାଇଆଣିଥିଲେ । ଦେବକୀ ଓ ବାସୁଦେବ ଶୁଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନଥିଲେ କଂସ ମହାରାଜ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଥିଲେ ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ ଦୈବବାଣୀରେ କହିଥିଲେ , ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ ‘ । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି । ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ୱାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ । ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କୃଷ୍ଣବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀଙ୍କ ନିଧନ ହେବା ସହ ଗୋପପୁରରେ ଗୋପୀ ଗୋପାଳଙ୍କ ସହ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ । ଏହା ମଧ୍ୟ ପଢନ୍ତୁ-ମଥୁରାରେ ଚାଲିଛି କଂସ ରାଜୁତି, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଲା ଗୋପପୁର - DHANU YATRA 2025ଇଟିଭି ବାରତ, ବରଗଡ
Category
🗞
News
Transcript
Display full video transcript
00:00
If you are the sixth son, you will be blessed.
00:02
If you are the seventh son, you will be unlucky.
00:04
And if you are the eighth son, you will be born as a virgin.
00:09
If you think about it,
00:10
which one of us will always be blessed by God?
00:16
Then don't believe anything.
00:18
Like Kachari Marina,
00:20
like Draupadi Sankate,
00:22
like Nehigola Manasehi,
00:23
you will be born as a virgin.
00:25
You will be born as a virgin.
00:28
So,
00:29
don't believe anything.
00:31
Like Darpana Shillal,
00:33
like Kachari Maronta,
00:34
like Unshunne Udigola,
00:37
you will be born as a virgin.
00:38
Which one of us will always be blessed by God?
00:44
Hey, you wicked old man!
00:47
Do you know who I am?
00:49
Do you know who I am?
00:52
Do you think you are a saint?
00:55
No!
00:56
If you want to become a saint,
00:58
you will have to go through a lot of trials.
01:00
If you want to become a saint,
01:02
you will have to go through a lot of trials.
01:04
I am Adi Shakti,
01:06
Bhagwati Narayani Darpadali's mother,
01:10
Durga.
01:14
Listen carefully,
01:16
to the secret of your death.
01:18
The more you grow,
01:20
the bigger your city will be.
01:22
I have been living in Mathura for eight years.
01:26
In the month of Bhaktra,
01:27
on the eighth day,
01:29
in the middle of the night,
01:31
in a secret city,
01:32
where were you born?
01:34
Which city was it?
01:36
It was Devarsi Narada.
01:38
According to Devarsi Narada,
01:40
the secret of Mathura was inspired by Putana.
01:44
I order you to go to Putana.
01:46
Go to Putana.
01:48
If you want to be a saint,
01:50
you have to go through a lot of trials.
01:52
If you want to become a saint,
01:54
you have to go through a lot of trials.
01:56
I have been living in Mathura for eight years.
01:58
In the month of Bhaktra,
02:00
on the eighth day,
02:02
in the middle of the night,
02:04
in a secret city,
02:06
where were you born?
02:09
Which city was it?
02:11
It was Devarsi Narada.
02:14
According to Devarsi Narada,
02:16
I don't know what you're talking about.
02:17
I don't know.
02:18
I don't know.
02:19
I don't know.
02:20
I don't know.
02:21
I don't know.
02:22
I don't know.
02:23
I don't know.
02:24
I don't know.
02:25
I don't know.
02:26
I don't know.
02:27
I don't know.
02:28
I don't know.
02:29
I don't know.
02:30
I don't know.
02:31
I don't know.
02:32
I don't know.
02:33
I don't know.
02:34
I don't know.
02:35
I don't know.
02:36
I don't know.
02:37
I don't know.
02:38
I don't know.
02:39
I don't know.
02:40
I don't know.
02:41
I don't know.
02:42
I don't know.
02:43
I don't know.
02:44
I don't know.
02:45
I don't know.
02:46
I don't know.
02:47
I don't know.
02:48
I don't know.
02:49
I don't know what you're talking about.
Recommended
2:53
|
Up next
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6/26/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
1/12/2025
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6/9/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
7/5/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
6/19/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
2:43
रकम को पांच गुना करने का झांसा दे करते थे ठगी, तीन आरोपी गिरफ्तार, 1 करोड़ के नकली नोट बरामद
ETVBHARAT
today
1:34
एनएसयूआई ने यूनिवर्सिटी में निकाली अनूठी बारात, सीएम और अन्य मंत्रियों के मुखौटे पहन शामिल हुए छात्र
ETVBHARAT
today
2:27
ରାହୁଲଙ୍କ ଓଡ଼ିଶା ଗସ୍ତ ପରେ ପ୍ରଦେଶ କଂଗ୍ରେସ ଉତ୍ସାହିତ; ଧର୍ମେନ୍ଦ୍ର କହିଲେ, ପ୍ରସଙ୍ଗ ନ ଜାଣି ବକ୍ତବ୍ୟ ଦେବା ରାହୁଲଙ୍କ ବିମାରୀ
ETVBHARAT
today
4:12
40000 सीसीटीवी कैमरे, 400 ड्रोन, 45000 सीआरपीएफ और एसडीआरएफ के जवान कांवड़ मार्ग पर तैनात
ETVBHARAT
today