Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
Follow
1/10/2025
ଢେଙ୍କାନାଳ: ATM ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ । ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏନ ଏଚ-୫୫ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଛି । ବୁଧବାର ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ସବୁ ଲୁଟିଛନ୍ତି । ପରେ ଏଟିଏମ, ସିସି କ୍ୟାମେରା, ହାର୍ଡ ଡିସ୍କକୁ ଭାଙ୍ଗି ନେଇ ସାଙ୍ଗରେ ନେଇଯାଇଥିବାବେଳେ ଶେଷରେ ଏଟିଏମ ମେସିନରେ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ସେମାନଙ୍କ ପିଛା କରି ମୋଟଙ୍ଗା ଥାନା ଅଞ୍ଚଳରୁ ଏକ କାର ଓ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଛି। ମୋଟଙ୍ଗା ପୋଲିସ ଜଗି ରହିଥିବାରୁ ଦୁର୍ବୃତ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ପୋଲିସ ଏକ କାରକୁ ଜବତ କରିବା ସହିତ ଦୁଇ ଜଣ ଦୁର୍ବୁତ୍ତଙ୍କୁ କାବୁ କରିଥିବା ଜଣାପଡ଼ିଛି। ମାତ୍ର ଦୁର୍ବୃ୍ତ୍ତମାନେ ଅନ୍ୟ ଏକ କାରରେ ଲୁଟ ଟଙ୍କା ନେଇ ଖସି ଯିବାରେ ସକ୍ଷମ ହୋଇଛନ୍ତି । ସମ୍ବଲପୁର ଆଡ଼କୁ ଦୁର୍ବୁତ୍ତମାନେ ଲୁଟ ଟଙ୍କା ନେଇ ପଳାଇଥିବାରୁ ପୋଲିସର ଏକ ଟିମ ପିଛା କରିଥିଲା । ତେବେ ଏଟିଏମରୁ ଲୁଟ ହୋଇଥିବା ଟଙ୍କାର ପରିମାଣ ଜଣା ପଡିନଥିଲେ ମଧ୍ୟ ତାହା ମଙ୍ଗଳବାର ଲୋଡ୍ ହୋଇଥିଲା । ଇଟିଭି ଭାରତ, ଢେଙ୍କାନାଳ
Category
🗞
News
Transcript
Display full video transcript
00:00
🎵 🎵 🎵
00:30
🎵
00:32
🎵
00:34
🎵
00:36
🎵
00:38
🎵
00:40
🎵
00:42
🎵
00:44
🎵
00:46
🎵
00:48
🎵
00:50
🎵
00:52
🎵
00:54
🎵
00:56
🎵
00:58
🎵
01:00
🎵
01:02
🎵
01:04
🎵
01:06
🎵
01:08
🎵
01:10
🎵
01:12
🎵
01:14
🎵
01:16
🎵
01:18
🎵
01:20
🎵
01:22
🎵
01:24
🎵
01:26
🎵
01:28
🎵
01:30
🎵
01:32
🎵
01:34
🎵
01:36
🎵
01:38
🎵
01:40
🎵
01:42
🎵
01:44
🎵
01:46
🎵
01:48
🎵
01:50
🎵
01:52
🎵
01:54
🎵
01:56
🎵
01:58
🎵
02:00
🎵
02:02
🎵
02:04
🎵
02:06
🎵
02:08
🎵
02:10
🎵
02:12
🎵
02:14
🎵
02:16
🎵
02:18
🎵
02:20
🎵
02:22
🎵
02:24
🎵
02:26
🎵
02:28
🎵
02:30
🎵
02:32
🎵
02:34
🎵
02:36
🎵
02:38
🎵
02:40
🎵
02:42
🎵
02:44
🎵
02:46
🎵
02:48
🎵
Recommended
1:51
|
Up next
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
yesterday
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
5 days ago
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6/20/2025
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
1/13/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
6:50
अंबाला के चर्च में बजरंग दल का बवाल, बच्चों के धर्म परिवर्तन पर जोरदार हंगामा, खूब हुई बहसबाज़ी
ETVBHARAT
today
0:38
ਕੇਂਦਰੀ ਜੇਲ੍ਹ 'ਚ ਡਿਊਟੀ ਦੌਰਾਨ ਕਮਾਂਡੋ ਜਵਾਨ ਕੋਲੋਂ ਹੈਰੋਇਨ ਬਰਾਮਦ, ਜੇਲ੍ਹ ਅੰਦਰ ਕਰਦਾ ਸੀ ਸਪਲਾਈ
ETVBHARAT
today
1:17
अनिल विज की नाराजगी के बाद एक्शन में स्वास्थ्य विभाग, PMO दौड़ी-दौड़ी पहुंची अस्पताल
ETVBHARAT
today
2:33
'जैसे लोग मुझसे योग सीखते हैं, वैसे ही चंद्रबाबू से राजनीति सीखते हैं नेता': बाबा रामदेव
ETVBHARAT
today
3:36
'फर्जी वोटर हटाने की बात पर राजद-कांग्रेस को क्यों हो रही तकलीफ': BJP सांसद के सवाल
ETVBHARAT
today
0:30
सरकार ने पंडोह डैम में आई लकड़ियों की मांगी रिपोर्ट, फॉरेस्ट कंजरवेटर को देना होगा जवाब
ETVBHARAT
today
1:19
సాయం చేస్తున్నట్లు చేసి - ఎంత తెలివిగా కొట్టేశారో!
ETVBHARAT
today