Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
Follow
1/23/2025
ଝାରସୁଗୁଡା: ଦୁଇ ମହାପୁରୁଷଙ୍କ ଜନ୍ମୋତ୍ସବ ପାଳୁଛି ରାଜ୍ୟ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ । ଏହି ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜନ୍ମୋତ୍ସବ ପାଳନ କରାଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ବିଧାୟକ ଟଙ୍କଧର ତ୍ରିପାଠୀ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ପ୍ରବେଶ ଗେଟ୍ ତଥା ପରିସର ମଧ୍ୟରେ ଥିବା ଦୁଇଟି ଯାକ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଡିଏମଏଫ ଅଡୋଟରୀୟମଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ବି ପଢନ୍ତୁ...ପରାକ୍ରମ ଦିବସରେ ନେତାଜୀଙ୍କ ସ୍ମୃତିଚାରଣ, ମୁଖ୍ୟମନ୍ତ୍ରୀ କହିଲେ 'ଇତିହାସ ଦେଇନି ଉଚିତ ସମ୍ମାନ'ଏହା ବି ପଢନ୍ତୁ...ବାଲୁକାକଳାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳିଏହି କାର୍ଯ୍ୟକ୍ରମରେ ବହୁ ଅତିଥି ସାମିଲ ରହିଥିଲେ । ଜିଲ୍ଲାର ବହୁ ବୁଦ୍ଧିଜୀବୀ ଏବଂ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଜନ୍ମୋତ୍ସବ ଅବସରରେ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ମହାନ ଦୁଇ ବୀରପୁତ୍ରଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଇଟିଭି ଭାରତ, ଝାରସୁଗୁଡା
Category
🗞
News
Transcript
Display full video transcript
00:00
Long live Mr. Veer Surendra!
00:08
Long live Mother India!
00:14
On behalf of the district administration,
00:16
I would like to thank the DMF administrative block for organizing this meeting.
00:21
All the students, officials and teachers attended the meeting.
00:27
All the respected people attended the meeting.
00:30
I would like to thank Mr. Veer Surendra and Mr. Subash Chandra
00:40
I would like to thank Mr. Veer Surendra and Mr. Subash Chandra
00:49
Who all attended the meeting?
00:51
All the students, officials and teachers attended the meeting.
Recommended
1:46
|
Up next
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
5 days ago
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6/20/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
4 days ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
6:17
চাৰি অনাও ৰাজসাহাজ্য নোলোৱাকৈ ক্ৰয় হৈছে গীৰ গাই : ভূৱন পেগু
ETVBHARAT
today
0:27
ओडिशा: एडिशनल कमिश्नर के साथ बर्बरता, दफ्तर से घसीटकर की पिटाई, तीन गिरफ्तार
ETVBHARAT
today
2:04
একাধিক মহিলার সঙ্গে পরকীয়া ! স্ত্রীকে শারীরিক-মানসিক নির্যাতনে অভিযুক্ত তৃণমূল নেতা
ETVBHARAT
today
1:05
पूर्वी सिंहभूम में कारोबारी से डेढ़ करोड़ की लूट, एक आरोपी बंगाल से गिरफ्तार
ETVBHARAT
today
1:36
दिल्ली में शुरू हुई अनूठी पहल, NDMC ने चाणक्यपुरी की तीन आवासीय क्षेत्रों को बना दिया 'अनुपम कॉलोनी'
ETVBHARAT
today
4:41
मैं बेगुनाह हूं, ये साबित करने 42 साल लड़े, 86 साल की उम्र में मिला सच्चा इंसाफ
ETVBHARAT
today