Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
Follow
6/5/2025
ପୁରୀ: ଆଜି ବିଶ୍ବ ପରିବେଶ ସୁରକ୍ଷା ଦିବସ । ସାରା ବିଶ୍ଵରେ ପରିବେଶକୁ ସୁରକ୍ଷା ଦେବା ଏବଂ ପ୍ରଦୂଷଣ ରୋକିବା ନେଇ ଜନସାଧାରଣଙ୍କ ଭିତରେ ସଚେତନତା ନିମନ୍ତେ ପ୍ରତିଦିନ ଆଜିର ଦିନରେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ପ୍ରସଙ୍ଗ ରହିଛି ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷଣ ହେବା ସହ ସମୁଦ୍ରରେ ପ୍ଲାଷ୍ଟିକ ମିଶିବାରୁ ପ୍ରଦୂଷଣ ପ୍ରଭାବରେ ସାମୁଦ୍ରିକ ଜଳଜୀବଙ୍କ ଅକାଳରେ ମୃତ୍ୟୁ ହେଉଛି । ବିଶ୍ଵ ପରିବେଶ ଦିବସ ଅବସରରେ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜନ ସହ ପ୍ରଦୂଷଣ ରୋକିବାକୁ ବିଶ୍ଵବାସୀ ଆଗେଇ ଆସିବାକୁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ 30ଫୁଟର ଏକ ବିଶାଳ ମାଛର ପ୍ରତିକୃତି ସୁଦର୍ଶନ ବାଲିରେ ତିଆରି କରିଛନ୍ତି। ଏଥିରେ ଏକ ହଜାର ପ୍ଲାଷ୍ଟିକ ବୋତଲକୁ ଖଞ୍ଜା ଯାଇଛି । ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଆମେ ବର୍ଜନ କରିବା ଉଚିତ୍।ଏହା ମଧ୍ୟ ପଢନ୍ତୁ-ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା - WORLD NO TOBACCO DAY 2025
ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକା ଚିତ୍ରକଳାରେ 30 ଫୁଟର ଏକ ମାଛ ତିଆରି କରାଯାଇଛି। ଏକ ହଜାର ପ୍ଲାଷ୍ଟିକ ବୋତଲ ଏଥିରେ ବ୍ୟବହାର କରାଯାଇଛି। ସାରା ବିଶ୍ଵରେ ଏବେ ପ୍ଲାଷ୍ଟିକ ପ୍ରଦୂଷଣ ଗୁରୁତର ରୂପ ଧାରଣ କରିଛି । ପ୍ଲାଷ୍ଟିକ ଯୋଗୁ ଆମ ପରିବେଶ ବହୁତ୍ କ୍ଷତିଗ୍ରସ୍ତ ହେଉଛି। ଏଣୁ ଆମ ସମସ୍ତେ ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସଚେତନ ହେବା ଉଚିତ୍। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ ବର୍ଜନ କରିବା ଉଚିତ୍। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଅଧିକ ପ୍ରଭାବିତ ହେଉଛନ୍ତି ସାମୁଦ୍ରିକ ଜୀବ। ଏଣୁ ଆମେ ସମସ୍ତେ ପ୍ଲାଷ୍ଟିକ ପ୍ରଦୂଷଣ ନେଇ ସଚେତନ ହେବା ସହ ପ୍ଲାଷ୍ଟିକ ବ୍ୟବହାର ରୁ ଦୂରେଇ ରହିବା ଉଚିତ୍।
ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
I'll see you next time.
00:30
I'll see you next time.
01:00
I'll see you next time.
01:29
I'll see you next time.
01:59
I'll see you next time.
02:29
I'll see you next time.
02:31
I'll see you next time.
02:33
I'll see you next time.
02:35
I'll see you next time.
02:37
I'll see you next time.
02:39
I'll see you next time.
02:41
I'll see you next time.
02:43
I'll see you next time.
Recommended
0:30
|
Up next
Indore Woman Overcomes Triple Disability To Secure Government Job
ETVBHARAT
yesterday
0:35
ટીકટોક સ્ટાર કીર્તિ પટેલના જામીન નામંજૂર, જ્યુડિશિયલ કસ્ટડીમાં મોકલવાનો આદેશ
ETVBHARAT
yesterday
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
1/12/2025
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
6/19/2025
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6/26/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6/9/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
7/5/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
3:47
फर्रुखाबाद में छात्रा की मौत; चार अन्य की हालत बिगड़ी, स्वास्थ्य विभाग की टीम पहुंची
ETVBHARAT
yesterday
1:59
દાહોદમાં જિલ્લા પંચાયતની સામાન્ય સભામાં હોબાળો, અધિકારીની બદલીની માંગ સાથે 50 સભ્યોનું વોકઆઉટ
ETVBHARAT
yesterday
2:13
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
yesterday
4:17
64वीं राज्यस्तरीय सुब्रतो मुखर्जी फुटबॉल प्रतियोगिता का भव्य आगाज, खेल और शिक्षा दोनों जरूरी: मंत्री रामदास सोरेन
ETVBHARAT
yesterday
4:02
कोरबा में डेढ़ करोड़ का अनोखा ऑडिटोरियम, एक दशक से चल रहा निर्माण
ETVBHARAT
yesterday