Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
Follow
1/12/2025
ବରଗଡ଼: ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ କୃଷ୍ଣବଳରାମ ବେନି ଭାଇଙ୍କୁ ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରରେ ଶୋକାକୂଳ ପରିବେଶ ଖେଳିଯାଇଛି । ଶ୍ରୀକୃଷ୍ଣ ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା,ଗୋପୀ ଓ ରାଧା ବାଟ ଓଗାଳି ବା ସହ ବିଦାୟ ଦେଇଛନ୍ତି । ସେପଟେ କଂସ ମହାରାଜ ନଗର ଭ୍ରମଣ କରି ଆମ୍ରବନରେ ମୁନିଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି ।ଧନୁଯାତ୍ରାର ନବମ ଦିନରେ ,କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ଆୟୋଜିତ ଛଳନାର ଧନୁଯାତ୍ରା ଦେଖିବା ପାଇଁ, ନିମନ୍ତ୍ରଣ ଧରି ପହଞ୍ଚିଥିବା ମନ୍ତ୍ରୀ ଅକ୍ରୁରଙ୍କ ସହ ବହାରି ପଡ଼ିଛନ୍ତି କୃଷ୍ଣ ବଳରାମ ବେନି ଭାଇ । ହେଲେ ନନ୍ଦ ରାଜା ଓ ଯଶୋଦାକୁ ବୁଝାଇବ କିଏ ? ପୁତ୍ର ପ୍ରେମରେ ଅନ୍ଧ ହୋଇପଡ଼ିଛନ୍ତି ମାତା ଯଶୋଦା । କୃଷ୍ଣ-ବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ଏପଟେ ବାଟରେ ରାଧା ସମେତ ଗୋପାଙ୍ଗନାମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି । ଯାହା ହେଉ ପଛେ କୃଷ୍ଣଙ୍କୁ ମଥୁରା ଯିବାକୁ ଦେବୁ ନାହିଁ, ଏହି ଭାବନାରେ ରାଧା ମୁର୍ଛିତ ହୋଇପଡ଼ୁଛନ୍ତି । ଗୋପାଙ୍ଗନାଙ୍କ କାନ୍ଦରେ ଗୋପଦାଣ୍ଡ ଫାଟି ଉଠୁଥିବା ବେଳେ ଧନୁଯାତ୍ରା ଦେଖି ଚାରି ଦିନରେ ଫେରି ଆସିବାକୁ କଥା ଦେଉଛନ୍ତି କୃଷ୍ଣ । କୃଷ୍ଣବଳରାମଙ୍କ ବିଦାୟ ପରେ ସାରା ଗୋପପୁର ଲାଗୁଛି ଖାଁ ଖାଁ । ସମସ୍ତ ଗୋପିଗୋପାଙ୍ଗନା ମାନଙ୍କ ଆଖିରୁ ଅଜସ୍ର ଲୁହ ଝରି ପଡ଼ୁଥିବା ବେଳେ ଏହାକୁ ସ୍ୱ-ଚକ୍ଷୁରେ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଦର୍ଶକ । ଏହା ମଧ୍ୟ ପଢନ୍ତୁ...ଗୋପ ଛାଡ଼ି ମଥୁରା ଯିବେ କୃଷ୍ଣ-ବଳରାମ, ଦୁଃଖରେ ଗୋପପୁରବାସୀ - DHANU YATRAଏହା ମଧ୍ୟ ପଢନ୍ତୁ...ବରଗଡ଼ ଧନୁଯାତ୍ରା: ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ ଲୀଳା, କଂସ ଡାକିଲେ ରଙ୍ଗସଭା - BARGARH DHANU YATRA 2025ଏହା ମଧ୍ୟ ପଢନ୍ତୁ...ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ଗୋପପୁରକୁ ଛୁଟିଛି ଦର୍ଶକଙ୍କ ସୁଅ - BARGARH DHANU YATRA 2025ଯେତେବେଳେ କୃଷ୍ଣ ବଳରାମ ଦୁଇଭାଇ ଗୋପପୁରରୁ ମଥୁରାକୁ ଗମନ କରିଛନ୍ତି ସମସ୍ତଙ୍କ ଆଖିରୁ ଲଗାତାର ଝରିଯାଉଛି ଲୁହ । ଖାଁ ଖାଁ ଲାଗୁଛି ପୁରା ଗୋପପୁର । ଭଜନ କୀର୍ତ୍ତନ , ରାଧା କୃଷ୍ଣଙ୍କ ପ୍ରେମ ଏବଂ ଗୋପୀ ଗୋପାଙ୍ଗ ମାନଙ୍କର ଖେଳକୁଦ ତଥା ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ଦେଖିବାକୁ ଦର୍ଶକଙ୍କ ସୁଅ ଛୁଟୁଥିବା ଏହି ଗୋପପୁର ଗ୍ରାମ ଏବେ ସୁନସାନ ହୋଇପଡିଛି । ସେହି ଭଗବାନଙ୍କୁ ପାଇବାକୁ ଆଉ ଗୋଟେ ବର୍ଷର କରିବାକୁ ପଡିବ ଅପେକ୍ଷା । ଗୋଟେ ବର୍ଷ ପରେ ପୁଣି ହେବ ଧନୁଯାତ୍ରା ଏବଂ ପୁଣି ଗୋପପୁରବାସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଗହଣରେ ପାଇବେ ।
ଇଟିଭି ଭାରତ, ବରଗଡ଼
Category
🗞
News
Transcript
Display full video transcript
00:00
In the name of the Father, the Son, and the Holy Spirit, I bow down before you, O Lord.
00:07
I bow down before you, O Lord.
00:09
I bow down before you, O Lord.
00:11
I bow down before you, O Lord.
00:13
I bow down before you, O Lord.
00:15
I bow down before you, O Lord.
00:17
I bow down before you, O Lord.
00:19
I bow down before you, O Lord.
00:21
I bow down before you, O Lord.
00:23
I bow down before you, O Lord.
00:25
I bow down before you, O Lord.
00:27
I bow down before you, O Lord.
00:29
I bow down before you, O Lord.
00:31
I bow down before you, O Lord.
00:33
I bow down before you, O Lord.
00:35
I bow down before you, O Lord.
00:37
I bow down before you, O Lord.
00:39
I bow down before you, O Lord.
00:41
I bow down before you, O Lord.
00:43
I bow down before you, O Lord.
00:45
I bow down before you, O Lord.
00:47
I bow down before you, O Lord.
00:49
I bow down before you, O Lord.
00:51
I bow down before you, O Lord.
00:53
I bow down before you, O Lord.
00:55
I bow down before you, O Lord.
00:57
I bow down before you, O Lord.
00:59
I bow down before you, O Lord.
01:01
I bow down before you, O Lord.
01:03
I bow down before you, O Lord.
01:05
I bow down before you, O Lord.
01:07
I bow down before you, O Lord.
01:09
I bow down before you, O Lord.
01:11
I bow down before you, O Lord.
01:13
I bow down before you, O Lord.
01:15
I bow down before you, O Lord.
01:17
I bow down before you, O Lord.
01:19
I bow down before you, O Lord.
01:21
I bow down before you, O Lord.
01:23
I bow down before you, O Lord.
01:25
I bow down before you, O Lord.
01:27
I bow down before you, O Lord.
01:29
I bow down before you, O Lord.
01:31
I bow down before you, O Lord.
01:33
I bow down before you, O Lord.
01:35
I bow down before you, O Lord.
01:37
I bow down before you, O Lord.
01:39
I bow down before you, O Lord.
01:41
I bow down before you, O Lord.
01:43
I bow down before you, O Lord.
01:45
I bow down before you, O Lord.
01:47
I bow down before you, O Lord.
01:49
I bow down before you, O Lord.
01:51
I bow down before you, O Lord.
01:53
I bow down before you, O Lord.
01:55
I bow down before you, O Lord.
02:23
I bow down before you, O Lord.
02:25
I bow down before you, O Lord.
02:27
I bow down before you, O Lord.
02:29
I bow down before you, O Lord.
02:31
I bow down before you, O Lord.
02:33
I bow down before you, O Lord.
02:35
I bow down before you, O Lord.
02:37
I bow down before you, O Lord.
02:39
I bow down before you, O Lord.
02:41
I bow down before you, O Lord.
02:43
I bow down before you, O Lord.
02:45
I bow down before you, O Lord.
02:47
I bow down before you, O Lord.
02:49
I bow down before you, O Lord.
Recommended
2:24
|
Up next
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6/9/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
6/19/2025
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6/26/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
7/5/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5/31/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:43
रकम को पांच गुना करने का झांसा दे करते थे ठगी, तीन आरोपी गिरफ्तार, 1 करोड़ के नकली नोट बरामद
ETVBHARAT
today
1:34
एनएसयूआई ने यूनिवर्सिटी में निकाली अनूठी बारात, सीएम और अन्य मंत्रियों के मुखौटे पहन शामिल हुए छात्र
ETVBHARAT
today
2:27
ରାହୁଲଙ୍କ ଓଡ଼ିଶା ଗସ୍ତ ପରେ ପ୍ରଦେଶ କଂଗ୍ରେସ ଉତ୍ସାହିତ; ଧର୍ମେନ୍ଦ୍ର କହିଲେ, ପ୍ରସଙ୍ଗ ନ ଜାଣି ବକ୍ତବ୍ୟ ଦେବା ରାହୁଲଙ୍କ ବିମାରୀ
ETVBHARAT
today
4:12
40000 सीसीटीवी कैमरे, 400 ड्रोन, 45000 सीआरपीएफ और एसडीआरएफ के जवान कांवड़ मार्ग पर तैनात
ETVBHARAT
today
6:22
ବିରୋଧୀ ଭୂମିକାରେ ବି ନବୀନଙ୍କ ଦବଦବା; ସୁସ୍ଥ ହୋଇ ଫେରିବା ପରେ ନେତା, କର୍ମୀଙ୍କ ଭବ୍ୟ ସ୍ୱାଗତ, ଆଗକୁ କ'ଣ ?
ETVBHARAT
today
1:37
धनबाद में बोलबम के जयकारे की गूंज, बाबाधाम के लिए कांवरियों का जत्था रवाना
ETVBHARAT
today