Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
Follow
2 days ago
Rath Yatra2025,ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭକ୍ତବୃନ୍ଦଙ୍କୁ ଦର୍ଶନ ଦେବା ପାଇଁ ଚତୁର୍ଦ୍ଧା ମୂର୍ତ୍ତୀ ମନ୍ଦିରରୁ ରଥରେ ବିଜେ କରିବେ । କାଳିଆ ସାଆନ୍ତ, ବଡ ଠାକୁର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ଭକ୍ତ ମନରେ ଅଜସ୍ର ଉତ୍କଣ୍ଠା । ସେଥିପାଇଁ କିଏ କେତେ ଦୂରରୁ ଠାକୁରଙ୍କ ଗୋଟେ ଝଲକ ପାଇବାକୁ ଖରା, ବର୍ଷା ଭୁଲି ପୁରୀ ଅଭିମୁଖେ ବାହାରି ପଡିଛନ୍ତି । 43 ବର୍ଷ ଧରି ଖାଲି ପାଦରେ ଆସନ୍ତି ଠାକୁରଙ୍କ ଦର୍ଶନ ପାଇଁ:ଆମ ପ୍ରତିନିଧି ଏପରି ଏକ ସଂକୀର୍ତ୍ତନ ମଣ୍ଡଳୀକୁ ଭେଟିଥିଲେ ଯେଉଁମାନେ ଦୀର୍ଘ 43 ବର୍ଷ ଧରି ଖାଲି ପାଦରେ ରଥଯାତ୍ରାରେ ସାମିଲ ହୋଇଆସୁଛନ୍ତି । ବୟସ୍କ ବ୍ୟକ୍ତିଙ୍କ ଠାରୁ ଯୁବକ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତି ଏଥିରେ ସାମିଲ ରହିଥିଲେ । ଏହା ମଧ୍ୟ ପଢନ୍ତୁ: ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତିଠାକୁରଙ୍କ ଦର୍ଶନ କରି ଭଲ ହୋଇଥିଲା ଦୂରାରୋଗ୍ୟ:ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ବାର୍ତ୍ତାଳାପ କରିବାରୁ ସେମାନେ ପ୍ରକାଶ କରିଥିଲେ, ମଦନ ଦାସ ନାମକ ଜଣେ ବ୍ୟକ୍ତି କୌଣସି ଦୂରାରୋଗ୍ୟ ରୋଗରେ ପୀଡ଼ିତ ଥିଲେ । ରଥଯାତ୍ରା ଅବସରରେ ସେ ଖାଲିପାଦରେ ଯାଜପୁରର ଧନେଶ୍ୱର ଗ୍ରାମରୁ ପୁରୀ ଯାଇ ରଥଯାତ୍ରାରେ ସାମିଲ ହୋଇଥିଲେ । ମାତ୍ର ୩ ଦିନ ମଧ୍ୟରେ ସେ ରୋଗମୁକ୍ତ ହୋଇଥିଲେ । ସେହିଦିନ ଠାରୁ ରଥଯାତ୍ରା ପୂର୍ବରୁ ଉକ୍ତ ଗାଁର ଅନେକ ଲୋକ ଖାଲି ପାଦରେ ପୁରୀ ଆସୁଛନ୍ତି । ସେ ଖରା ହେଉ କିମ୍ବା ବର୍ଷା ସେମାନଙ୍କୁ ପୁରୀ ଆସିବାରେ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ । ୬୧ ବର୍ଷୀୟ ବୟସ୍କ ଭକ୍ତ ଜଣକ କହିଛନ୍ତି ଯେ, ସେ ଦୀର୍ଘ ୧୭ ବର୍ଷ ହେବ ଖାଲି ପାଦରେ ପୁରୀ ଆସୁଛନ୍ତି ଭଗବାନଙ୍କ ଦର୍ଶନ ପାଇଁ । ପାଦରେ ଫୋଟକା ହେଲେ ବି କୌଣସି କଷ୍ଟ ଅନୁଭବ ହୋଇନଥାଏ । ସଂକୀର୍ତ୍ତନ କରି ରଥଯାତ୍ରାରେ ସାମିଲ ହୋଇଥାନ୍ତି ଭକ୍ତ ମାନେ । ସେହିପରି ଅନେକ ଯୁବକ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।ଇଟିଭି ଭାରତ, ପୁରୀଏହା ମଧ୍ୟ ପଢନ୍ତୁ: ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
Category
🗞
News
Transcript
Display full video transcript
00:00
I don't have a question, but I don't have a doubt about it.
00:06
Yes.
00:08
What do you think about it?
00:10
I don't know how much it is.
00:13
I don't know how much it is.
00:16
I don't know how much it is.
00:20
I don't know how much it is.
00:30
I don't know how much it is.
00:33
I have a question.
00:38
Thank you very much.
01:08
Thank you very much.
01:38
Thank you very much.
02:08
Thank you very much.
Recommended
4:03
|
Up next
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6/9/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
yesterday
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
1/12/2025
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
6/19/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5/31/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
1:42
గ్రామస్థుల మూకుమ్మడి కోరిక - 70 ఆలయాల్లో ప్రత్యేక పూజలు, అభిషేకాలు!
ETVBHARAT
today
3:39
उत्तराखंड में भी भगवान जगन्नाथ की धूम, मसूरी में धूमधाम से निकली जगन्नाथ रथ यात्रा
ETVBHARAT
today
3:34
दिल्ली: स्कूटी टच विवाद में युवक की चाकू मारकर हत्या, परिवार में मातम, तीन गिरफ्तार
ETVBHARAT
today
2:24
अगर थोड़ी भी भनक लग जाती तो सोनम का पुतला बना पिंडदान करवा देते
ETVBHARAT
today