Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
Follow
6/19/2025
Gopalpur beach cabins Removed ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବରେ ବେଶ ଗୁରୁତ୍ୱ ବହନ କରୁଥିବା ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ରହିବ ଅଗ୍ରାଧିକାର । ଗତ ୧୫ ତାରିଖରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ବୁଧବାର ନିଜେ ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଅଧିକରୁ ଅଧିକ ଗୁରୁତ୍ୱ ଦେବା ସହିତ ଏଠାରେ ସୁରକ୍ଷା ବ୍ୟବସ୍ଥା ଆହୁରୀ ବୃଦ୍ଧି କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେପଟେ ଗତ ସରକାରଙ୍କ ସମୟରେ ଗୋପାଳପୁରରେ ବିଚ୍ ସେକ୍ ଖୋଲିବା ପାଇଁ ରହିଥିବା ପ୍ରସ୍ତାବକୁ ଘଟଣା ଘଟିଥିବା ସ୍ଥାନରେ ନିର୍ମାଣ କରାଯାଇ ରଖାଯାଇଥିବା ଚାରୋଟି କ୍ୟାବିନକୁ ତୁରନ୍ତ ହଟାଇବା ସହିତ ସଂପୂର୍ଣ୍ଣ ବେଳାଭୂମିରେ ଆଲୋକିକରଣ କରାଯିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗୋପାଳପୁର ବେଳାଭୂମିରେ ରହିଥିବା ଏହି ପରିତ୍ୟକ୍ତ ଅଞ୍ଚଳରେ ପୂର୍ବ ସରକାରଙ୍କ ଅମଳରେ ବ୍ଲୁ ପ୍ଲାର୍ଗ ବିଚ୍ ନାମରେ ସେଠାରେ ବିଚ୍ ସେକ୍ କରି ମଦ କୋଠୀରେ ବ୍ୟବସାୟ କରିବାକୁ ରହିଥିବା ବେଳେ ତାହାକୁ ସେହି ସମୟରେ ବିରୋଧ କରାଯିବାରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ହେଲେ ସେହି ସ୍ଥାନରେ ଚାରୋଟି କ୍ୟାବିନ୍ କରି ଉକ୍ତ ଅଞ୍ଚଳ ଏକ ପରିତ୍ୟକ୍ତ କରି ରଖାଯାଇଥିବା ବେଳେ ସେଠାରେ କୌଣସି ଆଲୋକିକରଣର ବ୍ୟବସ୍ଥା ନଥିବା ଯୋଗୁଁ ଏହାର ସୁଯୋଗ ଅପରାଧି ମାନେ ନେଇଥିଲେ । ଯାହା ଫଳରେ କ୍ୟାବିନ୍ ଗୁଡିକୁ ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ହୋଇଛି । ଖୁବ୍ ଶ୍ରୀଘ୍ର ଉଚ୍ଛେଦ କରିବା ସହିତ ସଂପୂର୍ଣ୍ଣ ଅଞ୍ଚଳରେ ଆଲୋକିକରଣ କରାଯିବାକୁ କୁହାଯାଇଛି । ଗୋପାଳପୁର ବେଳାଭୂମିର ଉନ୍ନତିକରଣ ପାଇଁ ଇତିମଧ୍ୟରେ ୩୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଯାହାକି ସେହି ଅନୁଦାନରେ ଉପକୂଳ ସୁରକ୍ଷା ପାଇଁ ବ୍ୟାପକ କରିବା ସହିତ ଆଲୋକସଜ୍ଜା କରିବା ସହିତ ଏହାରି ମାଧ୍ୟମରେ ସୁନ୍ଦର ବେଳାଭୂମି ହୋଇପାରିବ । ଏଣୁ କୌଣସି ପର୍ଯ୍ୟଟକ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଗୋପାଳପୁରରେ ୨୪ ଘଣ୍ଟା ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ସହିତ କୌଣସି ପର୍ଯ୍ୟଟକଙ୍କ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
' ଏହି ଘଟଣା ସଂପୂର୍ଣ୍ଣ ଅମାନବୀୟ ବୋଲି କହିଥିବା ବେଳେ ଘଟଣାର ପୁନରାବୃତ୍ତି ଯେପରି ନଘଟିବ ସେଥିପ୍ରତି ପଦକ୍ଷେପ ନିଆଯିବ । ଏଭଳି ରାକ୍ଷସ ପ୍ରବୃତିର କାର୍ଯ୍ୟ ସମୟରେ ରାଜନୀତି ଗ୍ରହଣୀୟ ନୁହେଁ' ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହା ମଧ୍ୟ ପଢନ୍ତୁ-ଗୋପାଳପୁର ଲଜ୍ଜା, ଘଟଣାସ୍ଥଳରେ ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଜେନା - GOPALPUR GANG RAPE CASEଇଟିଭି ଭାରତ, ବ୍ରହ୍ମପୁର
Category
🗞
News
Transcript
Display full video transcript
00:00
Raja Raja Raja Pramukha Pajotana Sthalra Manjyata Paithiwa Gopalpurre Blue Flag Bridge Ava Aepom Beach Shrek Ava
00:08
Aepari Parikarapran Kala Jethi La
00:10
Aau Jahaara Eish Tarnamadhyo Chinnotta Hojethi La
00:14
Jaha Stharnarere Gana Dushkarmaar Shikar Hojethi La
00:17
Ehi Aanchadha Ekaparakar Parikarra Parikaragira Oichichi Uum Aalokaramadhyo Vyabhastha Naai
00:22
Jahaara Shujagna Hethi Lae Durebhuta Maane
00:26
Jahaarae Dirga Varsadari Ehtarere Blue Flag Bridge Saito Beach Shrek Karajaya Apeen
00:32
Jahaun Jojana Karajitla Taha Aadha Pantariya Habe Bondhoi Gala
00:37
Aepsi Eishthana Parikarita Hojethi Lae Chi
00:39
Ehi Ghaatna Paray Raja Bani Jo Paribana Mantri Nijay Ghaatna Sthalra Gopalanchi
00:44
Anudhyan Karajaya Bile Ehi Shampun Aanchalo Koo Puchshet Karayi Aalokhi Karana Saito
00:50
Jabehari Shamaashita Parajatakangga Shuraakya Raja Sarkarangga Pakhjaru Kura Kura Kodibhaave Kura Jeeva
00:56
and the city also has a very good duty.
00:59
The people around the state of Regierung
01:02
have been began with the hoops,
01:05
so it's not just come to the Maldaduqan
01:08
this is not a hoops.
01:10
I can make a flag on the Maldaduqan
01:13
and I can't get them into the taping
01:17
in a statue,
01:19
but no one had left.
01:23
Thank you very much.
01:53
The government should do the welfare of the government, including the social workers, and the social worker, and also the social worker.
02:02
The government should not have the welfare of the government.
02:08
Who should they?
02:11
This is a part of the government's responsibility.
02:15
The government is not a person who is responsible for the government.
02:23
The government is responsible for the government and the government is responsible for the government.
02:35
We were told to get a message about our own.
02:37
We were told to give them a message.
02:39
We got the message to report a report.
02:44
We were sent to a process.
02:48
We were identified as a plot number.
02:53
We didn't know the structure of OTDC.
02:57
We were able to verify.
02:59
We got to know if we were to do it.
03:01
We were able to post the report.
03:03
Get water and water.
03:09
They have water and water and water.
03:15
They have water and water.
03:25
I think it's important that water and water on water.
03:29
If you're interested in doing a new situation, he will make it a life's auto-poken situation.
03:39
It's lost in the world, and he won't be able to turn into the virus.
03:42
Maybe we'll be able to see the world around that place.
03:49
Gopal Puru Samiracharjo ETV Bharat
Recommended
3:13
|
Up next
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6/26/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6/9/2025
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
1/12/2025
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5/31/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
5:00
ట్రాఫిక్ మార్షల్స్తో - మహానగరంలో ట్రాఫిక్ సమస్యలకు చెక్ - అసలు వీళ్లేం చేస్తారో తెలుసా?
ETVBHARAT
today
2:10
ದೇಶದ ಅತಿ ಉದ್ದದ ಎರಡನೇ ಕೇಬಲ್ ಸೇತುವೆ ಸಿಗಂದೂರು ಸೇತುವೆ ಲೋಕಾರ್ಪಣೆಗೆ ಕ್ಷಣಗಣನೆ
ETVBHARAT
today
1:17
बिहार में उत्पाद विभाग की टीम पर पत्थरबाजी, पुलिस की जवाबी फायरिंग में एक की मौत
ETVBHARAT
today
1:37
'21 लीटर जल और हाथ में कान्हा की प्रतिमा..' 400 किमी की यात्रा पर हैं 'कुसुम बम'
ETVBHARAT
today
1:31
अंतिम संस्कार में रोड़ा बना श्मशान घाट का उद्घाटन, खुले आसमान में भीगते हुए दी मुखाग्नि
ETVBHARAT
today
2:10
মুখ্যমন্ত্ৰীক কিয় ক্ষমা খুজিবলৈ দাবী জনালে সুস্মিতা দেবে ?
ETVBHARAT
today