Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
Follow
1/8/2025
ଝାରସୁଗୁଡ଼ା: ବିନା ଜନଶୁଣାଣିରେ ଜମି ଅଧିଗ୍ରହଣ ଅଭିଯୋଗ । ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ କରି ଜମି ଅଧିଗ୍ରହଣ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ସଦର ବ୍ଳକ ହଂସାମୁରା କଣ୍ଟାପାଲି ଗ୍ରାମର ଗ୍ରାମବାସୀ । ଏହି ସମ୍ପ୍ରସାରଣକୁ ସରକାର ସ୍ଥଗିତ କରାଯାଉ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରୁଙ୍ଗଟା କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ସୂଚନା ଅନୁସାରେ ଝାରସୁଗୁଡା ବ୍ଳକ ମରାକୁଟା ଠାରେ ଥିବା ଆକ୍ସନ ଇସ୍ପାତକୁ ରୁଙ୍ଗଟା କମ୍ପାନୀ ଅଧିଗ୍ରହଣ କରିଥିଲା ଏବଂ ଗତ ମାସ ଏହାକୁ ନେଇ ମରାକୁଟାଠାରେ ଏକ ଜନ ଶୁଣାଣି ମଧ୍ୟ କରିଥିଲା ।ହେଲେ ଏବେ ସେହି ରୁଙ୍ଗଟା କମ୍ପାନୀ ସମ୍ପ୍ରସାରଣ ପାଇଁ ହଂସାମୁରା କଣ୍ଟାପାଲି ଗ୍ରାମର ଜମି ମଧ୍ୟ ଅଧିଗ୍ରହଣ କରିବା ପାଇଁ ଖବର ପାଇ ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ଗ୍ରାମରେ ସ୍ଥାନୀୟ ଗ୍ରାମବାସୀମାନେ ଏକ ବୈଠକ କରିଥିଲେ । ଯଦି ହଂସାମୁରା କଣ୍ଟାପାଲିଠାରେ କଂପାନୀ ତାର ସମ୍ପ୍ରସାରଣ କରେ ତେବେ ଗ୍ରାମରେ ପ୍ରଦୂଷଣ ବଢ଼ିବା ସହିତ ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ, କାରଣ ପୂର୍ବରୁ ଏହି ହଂସାମୁର କଣ୍ଟାପାଲି ଗ୍ରାମର ଚତୁରର୍ପଶ୍ଵରେ ଛୋଟ ବଡ଼ କଳ କାରଖାନା ରହିଛି । ଯାହାଦ୍ଵାରା ସ୍ଥାନୀୟ ଲୋକେ ପ୍ରଦୂଷଣର ଶିକାର ହେଉଛନ୍ତି । ସେଥିପାଇଁ ଏଠାରେ ଅନ୍ୟ କୌଣସି କାରଖାନା ହେଲେ ଚାଷ ସହିତ ପାନୀୟ ଜଳ ମଧ୍ୟ ପ୍ରଦୂଷିତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ଏନେଇ ଝାରସୁଗୁଡ଼ା ସହକାରୀ ଜିଲ୍ଲାପାଳ ସୁନିଲ ମିଶ୍ର କହିଛନ୍ତି, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀ ଦେଇଥିବା ଦରଖାସ୍ତକୁ ଆମେ ଗ୍ରହଣ କରୁଛୁ । ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଯାହା ପଦକ୍ଷେପ ଗ୍ରହଣ କରିବେ ।"
ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣିକୁ ନେଇ ପୁଣି ତେଜିଲା ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉଏହା ମଧ୍ୟ ପଢ଼ନ୍ତୁ...ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନଇଟିଭି ଭାରତ, ଝାରସୁଗୁଡ଼ା
Category
🗞
News
Transcript
Display full video transcript
00:00
Go back! Go back!
00:30
I have been living in Kankana for a long time, but I have not been able to take care of myself.
00:34
I have not been able to take care of my environment.
00:38
I have not been able to take care of my children.
00:41
I have not been able to take care of the water supply.
00:43
I have not been able to take care of the soil.
00:45
I have not been able to take care of the water supply.
00:47
I have not been able to take care of my children.
00:49
My house has been destroyed.
00:51
I have been eating coal all the time.
00:53
The river is polluted.
00:55
The water is polluted.
00:57
The land is polluted.
00:59
The land is polluted.
01:01
The factory is polluted.
01:03
If there is no factory, should I also die?
01:05
I don't know what to do.
01:07
I don't know what to do.
01:09
All the poor people are going.
01:11
They are eating, drinking, doing whatever they want.
01:13
If they do not have the right to do that,
01:15
why should we live?
01:17
Why should we live? Why should we eat?
01:19
The government is taking action.
01:21
The government is taking action.
01:23
The main reason for this is the dam in the river.
01:27
The river is polluted where
01:30
the land is polluted.
01:33
If the factory is destroyed,
01:36
the land will be destroyed.
01:38
We have to buy land.
01:40
We have to buy 10-20 miles of land.
01:42
If the factory is polluted,
01:44
who will live?
01:46
All the people will be against us.
01:49
There is no facility in our residence.
01:52
There is no facility in our residence.
01:54
There is no facility in your city.
01:56
The cement factory is in a very bad condition.
01:58
The cement factory is in a very bad condition.
02:00
The people of the village are in a very bad condition.
02:02
They are suffering from illness.
02:04
They don't have money.
02:06
In the morning, they have to work.
02:08
If they don't have money,
02:10
they have to work.
02:12
If the factory doesn't exist,
02:14
the road will be closed.
02:16
We are totally against the government's policy.
02:18
We are totally against the government's policy.
02:20
We are totally against the government's policy.
02:22
We are totally against the government's policy.
02:24
If the government takes away this factory,
02:26
the people will suffer.
02:28
The people will suffer.
02:30
We are totally against the government's policy.
02:32
We are totally against the government's policy.
02:34
We are totally against the government's policy.
02:36
I would like to tell the people
02:38
to receive the donation.
02:40
The district administration will
02:42
collect the donation from
02:44
the collector.
Recommended
2:51
|
Up next
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5/31/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
7/5/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
yesterday
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
yesterday
3:07
किसान के बेटे को कोहली-डिविलियर्स का आया फोन! गांव में खुशी की लहर, कारण जान पकड़ लेंगे अपना माथा
ETVBHARAT
today
1:50
रायसेन में 64 एकड़ में बनेगी रेल कोच फैक्ट्री, राजनाथ सिंह ने किया भूमिपूजन
ETVBHARAT
today
2:15
देहरादून के प्रतिष्ठित स्कूल का ऑनलाइन प्लेटफॉर्म किया हैक, पैरेंट्स को मैसेज भेज मांगी फीस, तीन आरोपी अरेस्ट
ETVBHARAT
today
1:05
रायपुर में मेयर निवास के बाहर ही गायों-पशुओं का जमावड़ा, कैसे राजधानी की सड़के होंगी मवेशी मुक्त?
ETVBHARAT
today
10:45
ਕਾਰਡੀਐਕ ਅਰੈਸਟ ਹਾਰਟ ਅਟੈਕ ਨਾਲੋਂ ਕਿਵੇਂ ਖਤਰਨਾਕ ਹੈ ? ਸਮੇਂ ਰਹਿੰਦੇ ਜਾਣ ਲਓ ਇਸਦੇ ਲੱਛਣ ਅਤੇ ਕਾਰਨ, ਨਹੀਂ ਤਾਂ...
ETVBHARAT
today
1:29
சம்பளமே கம்மி.. அதிலும் கைவைப்பதா? - தேனி அரசு மருத்துவமனை ஒப்பந்தப் பணியாளர்கள் உள்ளிருப்புப் போராட்டம்!
ETVBHARAT
today
3:27
চাহ বাগিচাৰ নলাত উদ্ধাৰ ধৰ্ষণ কৰি হত্যা কৰা নাবালিকাৰ মৃতদেহ, উদ্ধাৰ নৱজাতক
ETVBHARAT
today
6:18
યુદ્ધના ભયથી રાજસ્થાન છોડીને ગુજરાતમાં કર્યો વસવાટ, મૂર્તિએ આપી આજીવિકા, પલાયનના 50 વર્ષની રસપ્રદ કહાની જાણો
ETVBHARAT
today