Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
Follow
5/29/2025
ପୁରୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ତଥା ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ପୁରୀ ଗସ୍ତରେ ଆସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ ଲାଭ କରିଥିଲେ । ମହାପ୍ରଭୁଙ୍କ ଆଲଟଲାଗି ନୀତି ସହ ଶୟନ ନୀତି ମଧ୍ୟ ସେ ଦର୍ଶନ କରିଥିଲେ । ଏଥି ସହିତ ଭିତରେ ବେଢ଼ା ପରିକ୍ରମା କରିଥିଲେ । ତେବେ ଆକାଶ ଅମ୍ବାନୀଙ୍କ ପଣ୍ଡା ଜଗନ୍ନାଥ ସିଂହାରୀ ଆକାଶଙ୍କୁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ତାଙ୍କର ପଣ୍ଡା ଜଗନ୍ନାଥ ସିଂହାରୀ ତାଙ୍କୁ ମହାପ୍ରଭୁଙ୍କ ଏକ କାଠ ପ୍ରତିମୂର୍ତ୍ତି ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଏହି ଅବସର ରେ ଆକାଶ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଖାମରେ ଦାନ ଦେଇଥିଲେ। ତେବେ ଆକାଶଙ୍କ ପଣ୍ଡା ଜଗନ୍ନାଥ ସିଂହାରି କହିଛନ୍ତି, "ପୁର୍ବରୁ ଆକାଶଙ୍କ ସାନ ଭାଇ ଅନନ୍ତ ଅମ୍ବାନୀ ତାଙ୍କ ବିବାହ ପୁର୍ବରୁ ଓ ବିବାହ ପରେ ମହାପ୍ରଭୁ ଙ୍କ ଆଶିର୍ବାଦ ନେବା ପାଇଁ ଆସିଥିଲେ । ପୁର୍ବରୁ ମୁକେଶ ଅମ୍ବାନୀ ମଧ୍ୟ ଶ୍ରୀମନ୍ଦିରକୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଆସିଥିଲେ । ତେବେ ଅମ୍ବାନୀ ପରିବାର ସବୁ ବେଳେ ମହାପ୍ରଭୁଙ୍କୁ ଭକ୍ତି କରିଥାନ୍ତି । ଏଣୁ ବିଭିନ୍ନ ସମୟ ରେ ଅମ୍ବାନୀ ପରିବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରି ଯାଇଥାନ୍ତି ।"
Category
🗞
News
Transcript
Display full video transcript
00:00
foreign
00:06
foreign
00:14
foreign
00:20
foreign
00:28
foreign
00:40
foreign
00:47
foreign
00:53
foreign
00:55
foreign
00:57
foreign
01:27
I am so happy to see that I am going to go to the car and go to the car, so I am happy to go
01:35
and go and talk about it.
01:37
The way I have done it, the way I have done it, the way I have done it, the way I have gone.
Recommended
5:01
|
Up next
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6/26/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6/20/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
3:28
मनसे आणि 'उबाठा'ला आंदोलनं आणि घोषणाबाजी करण्याशिवाय काही येत नाही, मंत्री प्रताप सरनाईक यांचा टोला
ETVBHARAT
today
3:43
'दाचीगाम ने कश्मीर को दिलाई वैश्विक पहचान, पर्यटकों की वापसी की उम्मीद': मंत्री जावेद राणा
ETVBHARAT
today
9:31
बिहार के इस गांव में तैयार हो रही 'बॉक्सर्स की फौज', मिलिए स्कूल कोच रमेश बॉक्सर से
ETVBHARAT
today
3:32
ਹੁਣ ਮਾਨ ਸਰਕਾਰ ਵੀ ਲਿਆ ਰਹੀ ਬੇਅਦਬੀਆਂ 'ਤੇ ਕਨੂੰਨ; ਅਕਾਲੀ ਤੇ ਕਾਂਗਰਸ ਸਰਕਾਰਾਂ ਸਮੇਂ ਦੇ ਬਿੱਲ ਹਾਲੇ ਤੱਕ ਲਟਕੇ, ਵਿਰੋਧੀ ਚੁੱਕ ਰਹੇ ਸਵਾਲ...
ETVBHARAT
today
5:53
पटना की सड़कों पर एक साथ उतरने जा रहे राहुल गांधी और तेजस्वी यादव, SIR के बहाने साधेंगे निशाना
ETVBHARAT
today
1:13
Delhi: NDMC Undertakes Anupam Colony Mission
ETVBHARAT
today
1:39
त्रिस्तरीय पंचायत चुनाव: निर्वाचन आयोग के आदेशों को लेकर असमंजस! विपक्ष ने स्थिति स्पष्ट करने की उठाई मांग
ETVBHARAT
today