Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
Follow
6/20/2025
ଭୁବନେଶ୍ୱର: ପାଖେଇ ଆସିଲାଣି ସମୟ । ଆଉ ମାତ୍ର କିଛି ସମୟ ବ୍ୟବଧାନ ପରେ ରାଜଧାନୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆରମ୍ଭ ହୋଇଗଲାଣି ନାଚଗୀତ । ଆସୁଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ଅପେକ୍ଷାରେ ସଜେଇ ହୋଇଛି ଜନତା ମଇଦାନ । ମଞ୍ଚ ବି ପ୍ରସ୍ତୁତ। ସୁରକ୍ଷା ବ୍ୟବସ୍ଥା ବି ପୂରା କଡ଼ାକଡ଼ି । ରାଜଧାନୀ ପୂରା ପୋଲିସ୍ ଛାଉଣୀରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସବମୁଖର ପରିବେଶ । ନାଚିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା ସହ ମୋଦି କରିବେ ବଡ଼ ରୋଡ୍ ସୋ । ଓଡ଼ିଶାକୁ 19 ହଜାର କୋଟି ପ୍ରକଳ୍ପର ଭେଟି ଦେବେ ପ୍ରଧାନମନ୍ତ୍ରୀ । 2750 କୋଟି ରେଳ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ । ବିଶିଷ୍ଟ ଓଡ଼ିଆମାନଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଆରମ୍ଭ କରିବେ ।
Category
🗞
News
Transcript
Display full video transcript
00:00
Oh
00:12
I'm going to be here
00:14
Manai
00:16
I'm
00:18
Sarah
00:20
I'm
00:22
I
00:24
Thank you very much.
00:54
Thank you very much.
01:24
Thank you very much.
Recommended
1:51
|
Up next
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7/5/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
6/23/2025
6:15
ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ; ଚାରି ଦ୍ଵାରରେ ନାହିଁ ଅତ୍ୟାଧୁନିକ ସୁରକ୍ଷା ଉପକରଣ ଓ ସ୍କାନର ମେସିନ, ଅବହେଳା ନେଇ ଭକ୍ତ-ସେବାୟତଙ୍କ କ୍ଷୋଭ
ETVBHARAT
today
1:00
आगरा पहुंचीं राज्यपाल आनंदी बेन पटेल; क्वीन एम्प्रेस मैरी लाइब्रेरी का किया उद्घाटन, कहा- बेटियों को कैंसर से बचाएं, वैक्सीन लगवाने को आगे आएं
ETVBHARAT
today
4:38
अब अंडे-चिकन में और बढ़ेंगे पोषक तत्व, IIT कानपुर ने गेंदे की पंखुड़ियों से बनाया मुर्गियों के लिए पाउडर
ETVBHARAT
today
2:52
रक्षाबंधन के बाद राहुल गांधी के साथ चुनावी यात्रा पर निकलेंगे तेजस्वी, महागठबंधन के नेता भी होंगे साथ
ETVBHARAT
today
6:29
અમદાવાદ: 1000 વર્ષ જૂના કર્ણ મુક્તેશ્વર મહાદેવ મંદિરમાં જ્યોતિબેનની ભક્તિભાવની "હવન સેવા"
ETVBHARAT
today
4:09
উৰিয়ামঘাট-নেঘেৰীবিলৰ উচ্ছেদ অভিযান; ৭৪ পৰিয়াললৈ সাময়িক সকাহ ন্যায়ালয়ৰ
ETVBHARAT
today
8:06
साईबाबांच्या नऊ नाण्यांचा वाद आता पोहोचला थेट डीएनएपर्यंत: शिर्डी ग्रामस्थ आक्रमक
ETVBHARAT
today
1:55
हज आवेदन की अंतिम तिथि 15 दिन बढ़ाने की मांग, मंत्री दानिश आजाद अंसारी ने किरण रिजिजू को लिखा पत्र
ETVBHARAT
today
2:55
ಮೈಸೂರಿನಲ್ಲಿ ಬೃಹತ್ ಡ್ರಗ್ಸ್ ಜಾಲ ಪತ್ತೆ ಪ್ರಕರಣ: ನಗರ ಪೊಲೀಸ್ ಆಯುಕ್ತೆ ಸೀಮಾ ಲಾಟ್ಕರ್ ಹೇಳಿದ್ದಿಷ್ಟು
ETVBHARAT
today
4:53
চাহ শ্ৰমিকক হত্যা সন্দেহযুক্ত নাগৰিকৰ; যোৰহাটত উত্তপ্ত পৰিস্থিতি, আহত আৰক্ষী
ETVBHARAT
today
0:45
ਮੋਰਿੰਡਾ ਦੇ ਜੇਈ ਅਤੇ ਸੈਨਿਟਰੀ ਇੰਸਪੈਕਟਰ ਨੂੰ ਕੀਤਾ ਸਸਪੈਂਡ, ਈਓ ਦੀ ਤੁਰੰਤ ਕੀਤੀ ਬਦਲੀ
ETVBHARAT
today
3:38
ৰাজ্যৰ উচ্ছেদিতক লৈ মুখ্য সচিবৰে অখিল গগৈৰ বৈঠক,পুনৰ সংস্থাপন আৰু ক্ষতিপূৰণক লৈ গুৰুত্বপূৰ্ণ দাবী
ETVBHARAT
today
2:18
गुजरात एटीएस के हत्थे चढ़ी शमा परवीन के कोडरमा स्थित घर पहुंची पुलिस, अलकायदा टेरर मॉड्यूल केस में की जांच
ETVBHARAT
today
4:22
धमतरी नगर निगम में डीजल घोटाला, कांग्रेस ने मेयर पर लगाए गंभीर आरोप
ETVBHARAT
today
2:54
धमतरी की सड़क में बने गड्ढों को लेकर छत्तीसगढ़िया क्रांति सेना का प्रदर्शन
ETVBHARAT
today
0:50
ডুরান্ড অভিযানের শুরুতে মোহনবাগানের সামনে মহামেডান, সতর্ক বাস্তব
ETVBHARAT
today
0:41
கூடுதல் மது கேட்ட நண்பனை கொன்று புதைத்த சக நண்பர்கள்; கோவை அருகே பரபரப்பு சம்பவம்!
ETVBHARAT
today
3:24
क्लास रूम में भी छाता लेकर पढ़ाई, छत से पानी के साथ प्लास्टर भी गिर रहा, सूरजपुर जिले में स्कूल का ये हाल
ETVBHARAT
today