Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
Follow
1/15/2025
ଅନୁଗୋଳ: ଅସମ୍ଭାଳ ହେଲାଣି ଅନୁଗୋଳ ଜିଲ୍ଲାର ଵାୟୁ ପ୍ରଦୂଷଣ । ବାୟୁରେ ଧୂଳିକଣାର ସୂଚକାଙ୍କ ୨୦୦ରୁ ଅଧିକ ରହୁଛି । ଏଭଳି ସ୍ଥିତିରେ କୋଇଲା ଖଣି ପାଇଁ ଗଛ କଟା ହେଉଛି । ଫଳରେ ପ୍ରଦୂଷଣ କମିବା ପରିବର୍ତ୍ତେ ଏହା ବୃଦ୍ଧି ପାଉଛି । ଯାହାର ପ୍ରତିକାର କରିବା ନେଇ ସରକାରଙ୍କୁ ଅବଗତ କରିବା ପାଇଁ ଅନୁଗୋଳରୁ ମୁଖ୍ୟମନ୍ତ୍ରୀଙ୍କ କଯ୍ୟାଳୟକୁ ସାଇକେଲରେ ଯାତ୍ରା କରିଛନ୍ତି ଜିଲ୍ଲାର କିଛି ଯୁବ ସ୍ବେଚ୍ଛାସେବୀ ।
ଅନୁଗୋଳ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୁବ ସମାଜସେବୀମାନଙ୍କ ଅଭିନବ ଉଦ୍ୟମ । ଆଜି ସକାଳ ୯ଟା ସମୟରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ୨୦ ଜଣ ଯୁବ ସମାଜସେବୀ ସାଇକେଲ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ସକାଳେ ସାଇକେଲ ଯାତ୍ରାକୁ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ଶୁଭାରମ୍ଭ କରିବା ସହ ଯୁବକମାନଙ୍କ ଏହି ପ୍ରୟାସକୁ ପ୍ରସଂଶା କରିଛନ୍ତି ।ଏନେଇ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି କହିଛନ୍ତି, "ଅନୁଗୋଳ ଜିଲ୍ଲା ଏବେ ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏଭଳି ସ୍ଥିତିରେ ଆହୁରି ଖଣି ଓ କାରଖାନା ପାଇଁ ବ୍ୟାପକ ଜଙ୍ଗଲ କାଟାଯାଉଛି । ତେଣୁ ଆଗକୁ ଏହା ପ୍ରଭାବରେ ଅନୁଗୋଳ ଜିଲ୍ଲା ଆଉ ବସବାସ ପାଇଁ ଉପଯୁକ୍ତ ହୋଇ ରହିବ ନାହିଁ । ଏବେଠାରୁ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବାର ସମୟ ଆସିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇବା ପାଇଁ ଯୁବ ସମାଜସେବୀ ମାନେ ସାଇକେଲରେ ଭୁବନେଶ୍ୱର ଯାତ୍ରା କରିଛନ୍ତି ।"
ସମାଜସେବୀ ପର୍ଶୁରାମ ଦାସ କହିଛନ୍ତି, "ଅନୁଗୋଳ ବର୍ତ୍ତମାନ ଏକ ପ୍ରଦୂଷିତ ସହର ଭାବରେ ପରିଗଣିତ ହୋଇଛି । ଯାହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନୁଗୋଳକୁ କୁପରି ପ୍ରଦୂଷଣ ମୁକ୍ତ କରାଯାଇପାରିବ ସେ ଦିଗରେ ସରକାର ତତ୍ପରତା ଦେଖାନ୍ତୁ । ପ୍ରଦୂଷଣ ବିଭାଗ ଯେଭଳି କାମ କରିବା କଥା ସେଭଳି କରୁନାହିଁ । ତେଣୁ ଏଭଳି ସମସ୍ୟା ହେଉଛି । ଅନୁଗୋଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇବା ପାଇଁ ଜିଲ୍ଲାର 20 ଜଣ ସ୍ବେଚ୍ଛାସେବୀ ଅନୁଗୋଳରୁ ରାଜଭବନ ଅଭିମୁଖେ ବାହାରିଛୁ ।" ଇଟିଭି ଭାରତ, ଅନୁଗୋଳ
Category
🗞
News
Transcript
Display full video transcript
00:30
We are concerned about the way in which we can control the production and the way in which we can liberate the production.
00:42
The government should show the truth.
00:44
The production department should work.
00:46
If they don't work, there will be a lot of problems.
00:48
They should do their work properly.
00:50
Then the production can be liberated.
00:52
That is why we are calling on the people of Kudezhwar district to come forward and liberate the production.
01:04
We will control the production.
01:06
We will do what we can.
01:08
Currently, there are thousands of forests that are being cut down.
01:10
There is a lot of demand for biofuel.
01:12
There is a lot of demand for biofuel.
01:14
There is a lot of demand for biofuel.
01:16
We are calling for biofuel.
01:18
However, the government, central government, and the state government are asking for it.
01:22
If it is possible to preserve the biofuel in the future,
01:24
we will have to show the bitter reality.
01:26
Especially, we are calling on the central government and the state government to take a stand.
01:36
However, we are tripping up.
01:38
We are tripping up.
01:40
We are tripping up.
01:42
But that is not helping.
01:44
If we can stop this, then we will see whether our environment will change or not.
01:55
Angul is one of the most polluted cities in Odisha right now.
02:00
After Delhi, no one wants to go to Angul.
02:03
I don't know what will happen to the environment.
02:07
There is no electricity, there is no water, there is no electricity, there is no power plant.
02:15
If we can stop this, then we will see whether our environment will change or not.
Recommended
0:34
|
Up next
അയ്യാടന് മലയില് വിള്ളല്; 42 കുടുംബങ്ങളെ മാറ്റി പാർപ്പിച്ചു, ജാഗ്രതാ നിർദേശം
ETVBHARAT
today
0:59
भागलपुर में कलयुगी पिता ने बेटी के साथ किया दुष्कर्म, विरोध करने पर तोड़ा हाथ
ETVBHARAT
today
2:53
उठाव केंद्र का हाल देख लीजिए, सड़ने के बाद अंकुरित होने लगा धान
ETVBHARAT
today
1:03
କେମିତି ହେଲା ଦଳାଚକଟା ସ୍ଥିତି? ଶରଧାବାଲି ଘଟଣାରେ ଡିଜିପିଙ୍କ ପ୍ରତିକ୍ରିୟା
ETVBHARAT
today
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
2 days ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
3 days ago
4:03
ରଥଯାତ୍ରା 2025: ମହାପ୍ରଭୁଙ୍କ ପାଇଁ ଛାତ୍ର ଗଢିଦେଲେ 3 ରଥ
ETVBHARAT
6/9/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5/31/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
1/12/2025
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
6/19/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
1:55
आगरा में मिट्टी धंसने से 12 लोग दबे; 3 की मौत, 9 घायलों का चल रहा इलाज
ETVBHARAT
today
2:18
'ওই ছাত্রী কেন কলেজে একা গেলেন' ? কসবা গণধর্ষণ-কাণ্ডে প্রশ্ন মদনের
ETVBHARAT
today
0:57
रूपवास में बड़ा हादसा : मिट्टी की ढाय गिरने से UP निवासी 4 की मौत, 6 घायल
ETVBHARAT
today
2:07
जिसे समझा सूखी लकड़ी वह निकला 10 फीट का विशालकाय मगरमच्छ, ग्रामीणों ने ऐसे बचाई जान
ETVBHARAT
today