Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
Follow
5/31/2025
Sital Sasthi 2025 ବୌଦ୍ଧ: ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ତିନି ପୁର ଉତ୍ସବ ମୁଖର ହୋଇଉଠିଛି । ଦେବ ଦେବ ମହାଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଆଜି ଭକ୍ତ ଶ୍ରଦ୍ଧାଳୁଙ୍କ ଗହଳିରେ ଫାଟି ପଡୁଛି । ତେବେ ଜଣେ ଦିନ ମଜୁରିଆ ଦମ୍ପତି ମାତା ପାର୍ବତୀଙ୍କ ପିତାମାତା ହୋଇ ବେଶ ଚର୍ଚ୍ଚାରେ ରହିଛନ୍ତି ।ଉତ୍ସବମୁଖର ପୂରପଲ୍ଲୀ:ଭୋଳାନାଥ ପ୍ରଭୁ ମହାଦେବଙ୍କ ବିବାହ ପାଇଁ ଆଜି ଉତ୍ସବ ମୁଖର ଚତୁର୍ଦ୍ଦିଗ । ଏଥିପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଚଳିତ ବର୍ଷ ଏକ ଶୈବପୀଠରେ ଏହି ଦେବ ଦମ୍ପତିଙ୍କ ବିବାହ ପାଇଁ ଜଣେ ଦିନ ମଜୁରିଆ ଦମ୍ପତି କନ୍ୟା ପିତାମାତା ହୋଇ ବେଶ ଚର୍ଚ୍ଚାରେ ରହିଛନ୍ତି ।କିଏ ଏହି ଦିନ ମଜୁରିଆ ?ବୌଦ୍ଧ ଜିଲ୍ଲା ସଦର ମହକୁମା ନିକଟରେ ଥିବା ଟୁଟୁସିଙ୍ଗା ଗାଁ ମୁଣ୍ଡର ଶ୍ୟାମସୁନ୍ଦରପୁର ଠାରେ ସପତ୍ନୀକ ବସବାସ କରନ୍ତି ଜୟଦେବ ସାହୁ । ଜୟଦେବ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମୂଲ ଲାଗିଲେ ନିଜ ପରିବାରର ମୁହଁରେ ଦାନା ଯୋଗାଡ ହୁଏ । ଜୟଦେବ ନିସନ୍ତାନ ହୋଇଥିବା ବେଳେ ଏଭେରେଷ୍ଟ ପ୍ରତିକୂଳ ଆର୍ଥିକ ପରିସ୍ଥିତିରେ ଶୀତଳଷଷ୍ଠୀ ପାଇଁ ଦୀର୍ଘ ବର୍ଷ ହେଲା ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇବାକୁ ଅପେକ୍ଷା କରି ରହିଥିଲେ ।ଏହା ମଧ୍ୟ ପଢନ୍ତୁ:ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରାବରଯାତ୍ରୀ ପୂର୍ବରୁ ସମ୍ପନ୍ନ ହେଲା ମହାଦେବଙ୍କ ହଳଦୀ ରଶମ, ନାଚିଲେ ଜୟନାରାୟଣପାବର୍ତୀଙ୍କ ମାତାପିତା ହେଲେ ଦିନ ମଜୁରିଆ:ଚଳିତ ବର୍ଷ ଟୁଟୁସିଙ୍ଗା ଗ୍ରାମର ଅଧିଷ୍ଠାତା ବାବା ସ୍ବପ୍ନେଶ୍ବର ମହାଦେବଙ୍କ ଶୀତଳଷଷ୍ଠୀ ଉତ୍ସବରେ ପିତାମାତା ଚୟନ ସମୟରେ ମନ୍ଦିର ପରିଚାଳନା କମିଟି ଦିନ ମଜୁରିଆ ଜୟଦେବଙ୍କ ଦମ୍ପତି କନ୍ୟା ପିତାମାତା ହେବାକୁ ଚୟନ କରିଥିଲେ । ଫଳରେ ଜୟଦେବ ଖୁସିରେ ବିଭୋର ହେବା ସହିତ ମାନବୀୟ ରୀତିନୀତିରେ ସମସ୍ତ ପ୍ରସ୍ତୁତି କରିଛନ୍ତି । ବିବାହ ବେଦୀ ସାଜସଜ୍ଜା ଠାରୁ ନେଇ କନ୍ୟା ପାର୍ବତୀଙ୍କ ପାଇଁ ବିଭିନ୍ନ ଘରକରଣା ସାମଗ୍ରୀ, ନୂତନ ବସ୍ତ୍ର, ଆଭୂଷଣ ଓ ଭୋଜିଭାତର ଆୟୋଜନ କରିଛନ୍ତି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ଦେବ ଦେବ ମହାଦେବଙ୍କୁ ଜ୍ବାଇଁ ରୂପେ ପାଇ ଜୟଦେବ ଓ ତାଙ୍କ ପତ୍ନୀ ଆନନ୍ଦ ବିଭୋର ହୋଇ ପଡିଛନ୍ତି । ଜଣେ ଦିନ ମଜୁରିଆ ହୋଇ ମଧ୍ୟ ମାତା ପାର୍ବତୀଙ୍କୁ କନ୍ୟା ରୂପେ ସମସ୍ତ ରୀତିନୀତି ଜୟଦେବ ପାଳନ କରିଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ଇଟିଭି ଭାରତ, ବୌଦ୍ଧ
Category
🗞
News
Transcript
Display full video transcript
00:00
foreign
00:30
Thank you very much.
01:00
Thank you very much.
Recommended
5:01
|
Up next
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
yesterday
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
yesterday
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6/26/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
7/7/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
1/13/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
7/5/2025
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
1/15/2025
4:00
"பள்ளிக்கூடங்களில் செஸ் விளையாட வாய்ப்பு ஏற்படுத்த வேண்டும்" - கிராண்ட் மாஸ்டர் விஸ்வநாதன் ஆனந்த்!
ETVBHARAT
today
5:23
धराली आपदा की आंखों देखी, बाल-बाल बचा परिवार, सेना ने की मदद, उत्तराखंड CM मिलने आए, सुनाई पूरी दास्तान
ETVBHARAT
today
7:06
विभाजन विभीषिका दिवस: प्रदर्शनी के जरिए युवा पीढ़ी तक पहुंचेगा बंटवारे का सच
ETVBHARAT
today
2:54
नागपूर-पुणे अंतर 100 किमीनं कमी करणार! कसं? मुख्यमंत्री देवेंद्र फडणवीस यांनी सांगितला 'मास्टर प्लॅन'
ETVBHARAT
today
8:02
डायबिटीज अब लाइफटाइम रोग नहीं? PGIMER की रिसर्च बदल सकती है सोच, आए चौंकाने वाले नतीजे
ETVBHARAT
today
4:15
मुरैना में जिंदा मोर को निगलते देख लोगों ने मचाया शोर, नीमच में भी मचा हड़कंप
ETVBHARAT
today
6:49
ইউ পি পি এল-বি পি এফ কোনো দলকেই বেয়া নাপায় মুখ্যমন্ত্ৰীয়ে ! কিয় ক'লে তেনেকৈ ?
ETVBHARAT
today
3:21
कोसी का जलस्तर बढ़ने से मधेपुरा के हालात बेकाबू, सड़कों पर पानी, नाव बनीं जिंदगी की डोर
ETVBHARAT
today