Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
Follow
1/13/2025
ନୟାଗଡ଼: ମନ୍ଦିରରୁ ପଞ୍ଚମୁଖୀ ଅଷ୍ଟ ଧାତୁ ମୂର୍ତ୍ତି ଚୋରି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବଡ଼ ପଣ୍ଡୁସର ଉଗ୍ରେଶ୍ବର ମହାଦେବଙ୍କ ମନ୍ଦିରରୁ ପଞ୍ଚମୁଖୀ ମୃର୍ତ୍ତି ଚୋରି ହୋଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରେଇ ନେଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯିବା ସମୟରେ ମନ୍ଦିର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ସେ ଭିତରକୁ ଯିବା ପରେ ବିଜେ ପ୍ରତିମା ନଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ ପଞ୍ଚମୁଖୀ ମହାଦେବଙ୍କ ପିତ୍ତଳ ମୂର୍ତ୍ତି ଚୋରି ହୋଇଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ପୂଜାରୀଙ୍କ କହିବା ଅନୁସାରେ, ପହିଲି ପୂଜା ଚାଲିଥିବାରୁ ସେ ଭୋର ୩ଟାରୁ ୪ ମଧ୍ୟରେ ମନ୍ଦିରକୁ ଆସି ପହଞ୍ଚିଥିଲେ । ବାହାର କାର୍ଯ୍ୟ ସାରିବା ପରେ ଶିବ ମନ୍ଦିରକୁ ଯିବା ବେଳେ ହଠାତ ମନ୍ଦିରର ତାଲା ନଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯିବାପରେ ଉଗ୍ରେଶ୍ୱର ମହାଦେବଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ପାର୍ବତୀ ଏବଂ ପଞ୍ଚମୁଖି ଶିବଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ l ପରେ ସେ ସଙ୍ଗେ ସଙ୍ଗେ ଗ୍ରାମରେ ସମସ୍ତଙ୍କୁ ଜଣାଇଥିଲେ । ଗ୍ରାମବାସୀ ମନ୍ଦିରରେ ପହଞ୍ଚି ଏନେଇ ଥାନାରେ ଜଣାଇଥିଲେ । ଅନ୍ୟ ଜଣେ ପୂଜକଙ୍କ କହିବା ଅନୁସାରେ, 1974 ମସିହାରେ ଏହି ମନ୍ଦିରରୁ ଥରେ ଚୋରି ହୋଇଥିଲା । ପରେ ନୂତନ ବିଗ୍ରହ ଆଣି ସ୍ଥାପନ କରାଯାଇଥିଲା । ମୂଲ୍ୟବାନ ପଞ୍ଚମୁଖୀ ମୂର୍ତ୍ତିର ଓଜନ 30 କେଜି ଏବଂ ଅନ୍ୟ ଦୁଇ ମୂର୍ତ୍ତି 25 କେଜି ହେବ । ସେପେଟ ତୁରନ୍ତ ଚୋରକୁ ଧରାଯାଇ ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ଚୋରକୁ ଧରିବାକୁ ସନ୍ଧାନ ଜାରି ରହିଛି ବୋଲି SDPO ସୁଦର୍ଶନ ଗଙ୍ଗୋଇ ସୂଚନା ଦେଇଛନ୍ତି । ଏହା ମଧ୍ୟ ପଢ଼ନ୍ତୁ...ଠାକୁରଙ୍କୁ ଛାଡିଲେନି ଚୋର, ପଞ୍ଚମୁଖୀ ହନୁମାନ ମନ୍ଦିରରେ ବୁଲାଇଲେ କଳାକନାଏହା ମଧ୍ୟ ପଢ଼ନ୍ତୁ...ଚୋରଙ୍କ ଆଖିରୁ ବର୍ତ୍ତିପାରିଲେନି ଗ୍ରହରାଜ ଶନିଦେବ: ତାଡିନେଲେ ଆଖି-ମୁକୁଟ, CCTVରେ କଏଦ
ଇଟିଭି ଭାରତ, ନୟାଗଡ଼
Category
🗞
News
Transcript
Display full video transcript
00:00
Music
00:15
In the morning, we reached the temple.
00:18
We entered the room, opened the door, and saw the Mahabharata temple.
00:25
When we reached, the lights were off.
00:28
We went inside, and the door was locked.
00:32
I was very scared.
00:34
I thought there must be some lock.
00:36
I opened the door and saw the key, but there was no lock.
00:40
The door was locked, and we went inside.
00:43
When we came out, the lights were on.
00:45
The lights were off.
00:46
I came out.
00:47
When I came out, the door was locked.
00:49
I went inside and saw.
00:50
Now, the Thakur can't stay here.
00:53
If they are attacked, they will definitely come here.
00:58
They are stealing from every temple.
01:01
There is no place to hide.
01:03
Yes, there is a gang that steals statues.
01:06
Otherwise, they don't do anything.
01:08
They don't do anything.
01:10
They don't do anything.
01:12
They don't do anything.
01:14
The Thakur's Chalanti statue, which is the statue of Chandrasekhar and Parvati,
01:19
is in the Khatuli.
01:22
The Khatuli and the statue of Chandrasekhar and Parvati,
01:27
and the Thakur's Panchamukhim Mahadev,
01:32
are in the Khatuli.
01:33
The Panchamukhim Mahadev, who was the Panchamukhim of Pital,
01:37
is around 25-30 kilometers away.
01:40
He is kept there.
01:42
If you go there, you can see him.
01:44
The first day of the service,
01:46
the Thakur's Chalanti is performed at 3 am.
01:48
The temple opens early in the morning,
01:50
and the Thakur's Chalanti is performed early in the morning.
01:52
The story about the Thakur's Chalanti,
01:54
is that the temple of the Thakur's Chalanti is not locked.
01:57
What is your decision, Justice?
01:59
We are very happy about the police investigation.
02:02
As soon as possible,
02:04
we will go to Thakur's temple and perform the Thakur's Chalanti.
02:08
We are very happy.
02:10
This is a professional gang.
02:12
They are doing it professionally.
02:14
Two or three people,
02:16
one or more people have been working here.
02:19
There are many people here.
02:21
There were many Thakur's people here,
02:23
in the Ashtadhara statue.
02:25
Two or three people have been working here.
02:27
We have never heard about the history of the Thakur.
02:30
The Thakur's Victory statue?
02:32
Yes, the Thakur's Victory statue.
02:34
It is more than 70-80 years old.
02:36
We can say that it is as old as the age of the community.
02:39
People think that it is a collective act.
02:44
We have to go through the security check point,
02:47
and the CCTV of the temple.
02:49
The temple is at a distance from the village.
02:52
If it had CCTV,
02:54
this would not have happened.
Recommended
2:47
|
Up next
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
yesterday
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1/15/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5/31/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:04
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
1/10/2025
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
2:21
বাড়ি থেকে 30 ফুট দূরে গঙ্গা, ভাঙনের আতঙ্কে গলায় ফাঁস নিঃসঙ্গ বৃদ্ধার !
ETVBHARAT
today
2:20
সংবাদ মাধ্যমৰ সমালোচনা হজম কৰাৰ শক্তি জনপ্ৰতিনিধিৰ থাকিব লাগিব : দিলীপ শইকীয়া
ETVBHARAT
today
2:47
रामनगर में होटल कर्मचारी की निर्मम हत्या, लाश के साथ लेटा रहा आरोपी, नजारा देख मालिक से उड़े होश
ETVBHARAT
today
17:43
'মহাকাশ থেকে ভারত অনেক সুন্দর আর বড় দেখায়', প্রধানমন্ত্রীকে বললেন শুভাংশু
ETVBHARAT
today
1:06
GTB अस्पताल हमला केस: पुलिस ने दर्ज की FIR, कार्रवाई का दिया भरोसा, पीड़ित डॉक्टर ने लगाए थे गंभीर आरोप
ETVBHARAT
today
1:22
तहसीलदार की गाड़ी पर हमले के मामले में 5 आरोपी गिरफ्तार, 4 बाल अपचारी डिटेन, पुलिस ने आरोपियों का निकाला जुलूस
ETVBHARAT
today
16:17
Explainer: 'बिहार में चुपचाप NRC लागू..' विधानसभा चुनाव से पहले वोटर लिस्ट में क्यों हो रहा संशोधन?
ETVBHARAT
today
3:27
"अशोक गहलोत की राजनीति में जमीन खिसक रही है, इसलिए घबरा रहे हैं: भाजपा प्रदेश अध्यक्ष मदन राठौड़
ETVBHARAT
today
1:03
একেৰাহে ৩২ ঘন্টা ভয়ংকৰ যান-জঁট, তিনি গৰাকী ৰোগীয়ে হেৰুৱালে প্ৰাণ
ETVBHARAT
today
3:50
সংবিধানৰ পৰা 'ধৰ্মনিৰপেক্ষতা' আৰু 'সমাজবাদ' শব্দ দুটা উঠাই দিয়াৰ দাবী মুখ্যমন্ত্ৰীৰ
ETVBHARAT
today