Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
Follow
7/5/2025
ସମ୍ବଲପୁର: ବିବାହ ଦିନ ବର ବେଶରେ ସଜେଇ ହୋଇ ବାଜା ବଜାଇ ରୋଷଣୀ ଧରି କନ୍ୟା ଘରକୁ ବାହାରିଥିଲା ବର । ଫୁଟୁଥିଲା ବାଣ, ବାଜୁଥିଲା ଡିଜେ... ନାଚୁଥିଲେ ବରଯାତ୍ରୀ । କିନ୍ତୁ ଏ ଖୁସି ବାସ କିଛି ସମୟ ପାଇଁ ଥିଲା । କନ୍ୟା ଗାଁରେ ପହଞ୍ଚିବା ପୂର୍ବରୁ ପାଣିରେ ମିଳାଇଗଲା ସବୁ ସ୍ବପ୍ନ। ରେଲୱେ ଅଣ୍ଡରପାସରେ ବର୍ଷା ପାଣି ଜମି ରହିବାରୁ ଶେଷରେ ରେଳଧାରଣା ପାର ହୋଇ କାଦୁଅ ପଚ ପଚ ରାସ୍ତାରେ ଚାଲି ଚାଲି ଯାଇ କନ୍ୟା ଘରେ ପହଞ୍ଚିଲେ ବର ଓ ବରଯାତ୍ରୀ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତ ହେମାମୁରା ଗାଁରେ। ଏହା ମଧ୍ୟ ପଢନ୍ତୁ-ଅନ୍ୟ ଜାତିରେ ବିବାହ କଲା ଝିଅ, ଲଣ୍ଡା ହେଲେ ପରିବାରର 40 ସଦସ୍ୟ - RAYAGADA PURIFICATION RITUALସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ବ୍ଳକ ଭରତାପୁର ପଞ୍ଚାୟତ ଚୁଡାପୁଡୁଗ ଗ୍ରାମର ଯୁବକ ଆଲୋକ କର୍ଣ୍ଣଙ୍କ କିଛିଦିନ ତଳେ ବିବାହ ହୋଇଥିଲା । ବିବାହ ଦିନ ସେ କନ୍ୟା ଘର ହେମାମୁରା ଗ୍ରାମକୁ ବର ବେଶରେ ସଜେଇ ହୋଇ ଡିଜେ, ବାଜା, ରୋଷଣୀ ଧରି ଆସିଥିଲେ । କିନ୍ତୁ କନ୍ୟା ଘର ଯିବାକୁ ଏକମାତ୍ର ରାସ୍ତା ରେଲୱେ ଅଣ୍ଡରପାସରେ ବର୍ଷା ଯୋଗୁଁ ଜମିଥିଲା 4 ଫୁଟର ପାଣି। ଫଳରେ ଅପର ପାର୍ଶ୍ୱରେ ଡିଜେ ଗାଡ଼ି ସହ ବର ଓ ବରଯାତ୍ରୀ ଗାଡ଼ି ଅଟକି ଯାଇଥିଲେ । ପରେ ବର ଓ ବରଯାତ୍ରୀ ଲୋକେ ରେଲୱେ ଲାଇନ ପାର କରି ଚାଲି ଚାଲି କନ୍ୟା ଘରେ ପହଞ୍ଚିଥିଲେ । ଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Thank you for listening.
Recommended
3:00
|
Up next
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
6/23/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7/5/2025
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
1/9/2025
1:54
ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ
ETVBHARAT
1/22/2025
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1/15/2025
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
1:56
ಸಮುದಾಯ ಆರೋಗ್ಯ ಅಧಿಕಾರಿಗಳಿಗೆ ಯಶಸ್ವಿ ತರಬೇತಿ
ETVBHARAT
today
2:24
युवा उद्यमी एक्सपो में 'सपने' हकीकत में बदल रहे; छोटा सा इंवेस्टमेंट और हर महीने 3 लाख की कमाई, बेरोजगार बने एंटरप्रेन्योर
ETVBHARAT
today
1:02
ರಾಹುಲ್ ಗಾಂಧಿ ನೇತೃತ್ವದಲ್ಲಿ ಮತಗಳ್ಳತನದ ವಿರುದ್ಧ ಪ್ರತಿಭಟನೆ: ಡಿಸಿಎಂ ಡಿ. ಕೆ. ಶಿವಕುಮಾರ್
ETVBHARAT
today
3:49
कवर्धा में युवक की मौत पर हंगामा, लोगों ने हाईवे किया जाम, पुलिस पर प्रताड़ना के आरोप
ETVBHARAT
today
2:08
डिप्टी सीएम बोले- बहू-बेटियों पर टिप्पणी करने वालों को मिले दंड, भगवान राम सद्बुद्धि दें
ETVBHARAT
today
3:44
আন্তর্জাতিক রেঞ্জার দিবসে বীরত্বের বিশেষ পদক
ETVBHARAT
today
2:54
महिला आरक्षी विमलेश पाल हत्याकांड; कोर्ट मैरिज के बाद पत्नी की तरह रहना चाहती थी, रुपये के लेनदेन में होता था विवाद, फिर सिपाही ने ऐसे रची हत्या की साजिश
ETVBHARAT
today
0:47
रिश्वत के दो मामले: लाखेरी में एसडीएम का रीडर व संविदाकर्मी और तिजारा में वीडीओ रिश्वत लेते गिरफ्तार
ETVBHARAT
today