Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ
ETVBHARAT
Follow
1/22/2025
ଚେନ୍ନାଇ: ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ ! ହଁ ଆଜ୍ଞା, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ତାମିଲନାଡୁ ମୁଦୁମଲାଇ ଜଙ୍ଗଲରେ ପର୍ଯ୍ୟଟକଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଛି । ମୁଦୁମଲାଇ ଜଙ୍ଗଲରେ ଅନେକ ବନ୍ୟଜନ୍ତୁ ବସବାସ କରନ୍ତି । (ଯଥା- ହାତୀ, ଚିତାବାଘ, ଭାଲୁ, ହରିଣ ଏବଂ ବାଘ ଇତ୍ୟାଦି) । ସେମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ପର୍ଯ୍ୟଟକମାନେ ସାଙ୍ଗରେ ଆଣୁଥିବା ଖାଦ୍ୟ,ପାଣି ବୋତଲ ଏବଂ ମଦ ବୋତଲ ଇତ୍ୟାଦି ଜଙ୍ଗଲରେ ଫିଙ୍ଗୁଥିବା କାରଣରୁ ବନ୍ୟଜନ୍ତୁ କ୍ଷତି ଘଟାଉଛି ।ଜଙ୍ଗଲ ବିଭାଗ ରାସ୍ତା କଡ଼ରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ କାଚ ବୋତଲ ଇତ୍ୟାଦି ସଫେଇ କରୁଥିଲେ ମଧ୍ୟ କେତେକ ପର୍ଯ୍ୟଟକ ଜଙ୍ଗଲ ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ ଏବଂ ମଦ ବୋତଲ ଫିଙ୍ଗି ଦିଅନ୍ତି । ଯାହା ଜଙ୍ଗଲୀ ପ୍ରାଣୀମାନଙ୍କ ମୃତ୍ୟୁର କାରଣ ହୋଇପାରେ ।ଏହି ପରିସ୍ଥିତିରେ ମୁଦୁମଲାଇ ଜଙ୍ଗଲରେ ମାଆ ହାତୀ ସହିତ ବୁଲୁଥିବା ଏକ ହାତୀ ଛୁଆ ଗୋଟିଏ ଖାଲି ମଦ ବୋତଲ ଦେଖି ଶୁଣ୍ଠରେ ପିଇବା ପାଇଁ ଚେଷ୍ଟା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହୋଇଥିବାବେଳେ ଭାଇରାଲ ହେବାରେ ଲାଗିଛି । ତେଣୁ ପରିବେଶବିତ୍ ତଥା ସାମାଜିକ କର୍ମୀମାନେ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି ଯେ ଜଙ୍ଗଲ ଅଞ୍ଚଳରେ ପର୍ଯ୍ୟଟକମାନେ ପକାଉଥିବା ପ୍ଲାଷ୍ଟିକ ଏବଂ କାଚ ବୋତଲଗୁଡିକୁ ସମ୍ପୂର୍ଣ୍ଣ ଅପସାରଣ ପାଇଁ ପଦକ୍ଷେପ ନିଆଯାଉ ।ଏହା ମଧ୍ୟ ପଢନ୍ତୁ...ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା - ANGUL AIR POLLUTION ଏହା ମଧ୍ୟ ପଢନ୍ତୁ...ହାତୀ ଆତଙ୍କ: ଘର ଭାଙ୍ଗିଲେ ୧୧ ଟିକିଆ ହାତୀପଲ - ELEPHANT TERROR ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Category
🗞
News
Transcript
Display full video transcript
00:00
3
00:01
2
00:02
1
00:03
0
00:04
0
Recommended
0:59
|
Up next
पांचवीं कक्षा की छात्रा से छेड़छाड़ मामला में आरोपी विद्यालय सहायक गिरफ्तार
ETVBHARAT
today
0:17
તાપીના બુહારી ગામમાં બચ્ચાઓ સાથે દીપડી દેખાતા ગ્રામજનો ભયમાં, વન વિભાગે લોકોને કરી ખાસ અપીલ
ETVBHARAT
today
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
7/5/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
7/7/2025
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1/15/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7/5/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6/27/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1/6/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
6/23/2025
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5/31/2025
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
1/9/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
3:00
মিঞা স্বায়ত্ত শাসনৰ লগতে মিঞালেণ্ডৰ দাবী জনাম; উৰিয়ামঘাটত উচ্ছেদিতৰ হুংকাৰ
ETVBHARAT
today
0:43
हजारीबाग में तीन दिनों से बच्चों से ढुलवाई जा रही थीं ईंटें, निजी स्कूल संचालक पर आरोप
ETVBHARAT
today
0:28
સુરતમાં સોનાની સ્કીમના નામે ઠગાઈ: જ્વેલર્સના સાળા-બનેવીએ 39 લાખનો ચૂનો ચોપડ્યો, એક આરોપી ઝડપાયો
ETVBHARAT
today
3:00
ମରଣଯନ୍ତା ପାଲଟିଛି କି ଲାଞ୍ଜିପଲ୍ଲୀ ଛକ ? ବଢୁଛି ଜନ ଅସନ୍ତୋଷ
ETVBHARAT
today
0:56
लखनऊ में भाजपा बूथ अध्यक्ष बोले- नहीं हो रही सुनवाई, आत्महत्या कर लूंगा, नागरिक सुविधा दिवस में सीने पर पोस्टर चिपका कर पहुंचे, जानिए क्या है मामला
ETVBHARAT
today
4:34
'মইয়ে মাৰিছিলোঁ, কি ক'ব আৰু...' এক শিহৰণকাৰী হত্যাকাণ্ডৰ ৰায়দান তেজপুৰ জিলা আৰু সত্ৰ ন্যায়াধীশৰ আদালতৰ
ETVBHARAT
today