Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
Follow
1/10/2025
ବ୍ରହ୍ମପୁର: ପ୍ରବାସୀ ଭାରତୀୟ ଦିବସ ପାଇଁ କିଏ କାନାଡାରୁ ତ ଆଉ କିଏ ଆମେରିକା ପୁଣି କିଏ ଋଷରୁ ସ୍ବଦେଶକୁ ଫେରିଛନ୍ତି । ନିଜ ଦେଶକୁ ଫେରି ଗର୍ବ ଅନୁଭବ କରିବା ସହ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ପ୍ରଶଂସା କରୁଛନ୍ତି ପ୍ରବାସୀ ଭାରତୀୟ । ଗତକାଲି ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ସେ ଭାରତ ମାନଚିତ୍ର, ଶ୍ରୀମନ୍ଦିର, ଦକ୍ଷିଣ ଓଡ଼ିଶାର ଶକ୍ତି ପୀଠ ମା ତାରାତାରିଣୀ ମନ୍ଦିରକୁ ନିଜର କଳାରେ ସ୍ଥାନୀତ କରିଛନ୍ତି । ଏଥିସହ ପ୍ରବାସୀ ଭାରତୀୟ ଲୋଗକୁ ମଧ୍ୟ ସେଥିରେ ସ୍ଥାନ ଦେଇ ସାରା ବିଶ୍ବରୁ ଓଡ଼ିଶାକୁ ଲୋକେ ଆସିଥିବାରୁ ଖୁସି ବ୍ଯକ୍ତ କରିଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର
Category
🗞
News
Transcript
Display full video transcript
00:00
🎵Outro music plays🎵
00:30
🎵Outro music plays🎵
01:00
🎵Outro music plays🎵
01:30
🎵Outro music plays🎵
Recommended
2:23
|
Up next
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1/13/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
5 days ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1/8/2025
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1/15/2025
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6/20/2025
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1/16/2025
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
yesterday
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6/21/2025
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
1/9/2025
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1/12/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
0:38
ਕੇਂਦਰੀ ਜੇਲ੍ਹ 'ਚ ਡਿਊਟੀ ਦੌਰਾਨ ਕਮਾਂਡੋ ਜਵਾਨ ਕੋਲੋਂ ਹੈਰੋਇਨ ਬਰਾਮਦ, ਜੇਲ੍ਹ ਅੰਦਰ ਕਰਦਾ ਸੀ ਸਪਲਾਈ
ETVBHARAT
today
1:17
अनिल विज की नाराजगी के बाद एक्शन में स्वास्थ्य विभाग, PMO दौड़ी-दौड़ी पहुंची अस्पताल
ETVBHARAT
today
2:33
'जैसे लोग मुझसे योग सीखते हैं, वैसे ही चंद्रबाबू से राजनीति सीखते हैं नेता': बाबा रामदेव
ETVBHARAT
today
3:36
'फर्जी वोटर हटाने की बात पर राजद-कांग्रेस को क्यों हो रही तकलीफ': BJP सांसद के सवाल
ETVBHARAT
today
0:30
सरकार ने पंडोह डैम में आई लकड़ियों की मांगी रिपोर्ट, फॉरेस्ट कंजरवेटर को देना होगा जवाब
ETVBHARAT
today
1:19
సాయం చేస్తున్నట్లు చేసి - ఎంత తెలివిగా కొట్టేశారో!
ETVBHARAT
today
3:05
କାହିଁକି ବିଳମ୍ବରେ ଗଡିଲା ନନ୍ଦିଘୋଷ ? ବିରୋଧୀ କହିଲେ କାରଣ, ଜବାବ ଦେଲେ ମନ୍ତ୍ରୀ
ETVBHARAT
today
4:08
'We Must Help Them': Morocco Students Get Peers Back In School
ETVBHARAT
today