Skip to playerSkip to main contentSkip to footer
  • 2 days ago
Puri Bahuda Yatra 2025 ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡି ନୀଳାଚଳିଆ । ଚତୁର୍ଦ୍ଧା ମୂରତିଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି 3 ରଥ । ପୁଣିଥରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ । ଏଣେ କାଳିଆ ପ୍ରେମରେ ବନ୍ଧା ହୋଇ ନୃତ୍ୟରେ ବିଭୋର ନୃତ୍ୟଶିଳ୍ପୀ । ତାଳ ମିଶାଇ ନାଚୁଛନ୍ତି ନୃତ୍ୟଶିଳ୍ପୀ । ମହାପ୍ରଭୁଙ୍କ ଭକ୍ତିରେ ବୁଡ଼ି ନୃତ୍ୟ କରୁଛନ୍ତି ନୃତ୍ୟଶିଳ୍ପୀ । କିଏ କୃଷ୍ଣ ବେଶରେ ସଜେଇ ହୋଇ ଭକ୍ତିରେ ବିଭୋର ହୋଇଛି ତ ଆଉ କିଏ  ଓଡ଼ିଶୀ ବେଶରେ ସଜେଇ ହୋଇ ନୃତ୍ୟ କରୁଛି । ମହାପ୍ରଭୁଙ୍କ ରଥ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରି ନିଜକୁ କୃତାର୍ଥ ମନେ କରୁଛନ୍ତି ଭକ୍ତ । ଘଣ୍ଟଘଣ୍ଟା, ଖୋଳତାଳରେ ଉଛୁଳି ପଡୁଛି ଶରଧାବାଲି । ଆଉ କିଛି ସମୟର ଅପେକ୍ଷା । ସିଂହଦ୍ବାର ଅଭିମୁଖେ ଗଡିବେ ତିନି ରଥ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡି ହୋଇ ରଥ ଉପରକୁ ଯାଉଛନ୍ତି ତିନି ଠାକୁର । ଏହା ମଧ୍ୟ ପଢ଼ନ୍ତୁ...ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବଡଖିଆ ଠାକୁର, କେମିତି ପ୍ରସ୍ତୁତି ହୁଏ ପିଠା...ନୀଳକନ୍ଦରକୁ ବାହୁଡିବେ ନୀଳାଚଳିଆଇଟିଭି ଭାରତ, ପୁରୀ

Category

🗞
News
Transcript
00:00આગ્ય મો પ્રતી વર્શા સેડા મોર નુત્ય નેવેદ્ય માહરભંગા પાકે સમાર પાણા કરીબાગ સેં
00:21મોટા એબેનો બારા તેરવશ્વ હરણી મોં કરીય સીં દેવજ્ય સીં કર્ય સીં કર્ય સીં કર્ય સીં કર્ય �
00:51સીં સીં કરેપણ્તેને સીં હારંદ સીં સીં સીં કરનીમ સીં સીં દ્યં કર્યજ્ય નીં કર્ફ્ય
01:04.
01:11.
01:17.
01:22.
01:24.
01:25.
01:26.
01:27.
01:28.
01:29.
01:32.
01:33.
01:38.
01:43.
01:44.
01:48.
01:49.
01:50.
01:52.
01:53.
01:54.
01:56.
01:57.
02:00.
02:01.
02:02I'm very happy.
02:07How did you get a daily routine?
02:09I was very happy when I got a daily routine.
02:13I ate a day and I ate a day.
02:16I made my makeup.
02:18How did you get a makeup?
02:20Yes.
02:21I was very happy.
02:23I was very happy.
02:25I was very happy.
02:27How did you get a makeup?
02:29How did you get a makeup?
02:31How did you get a makeup?
02:33How did you get a makeup?
02:34I was very happy.
02:36How did you get a makeup?
02:38I was very happy.
02:40How did you get a makeup?
02:42I was very happy.
02:44I was very happy.

Recommended