Skip to playerSkip to main contentSkip to footer
  • today
Diarrhea Cholera Cause Symptoms Treatment କଟକ: ରାଜ୍ୟରେ ଥମୁନି ଡାଇରିଆ ଆତଙ୍କ । ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡାବାନ୍ତି । ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଭଳି ଏକାଧିକ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ତେବେ ବାହାର ଖାଦ୍ୟ ନା ପାଣି ? କେଉଁ କାରଣରୁ ହୁଏ ଡାଇରିଆ  ? କେମିତି ଜାଣିବେ ଆପଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସବୁ ତରଳ ଝାଡା କଣ ଡାଇରିଆ କି ? କେତେବେଳେ ଜଣେ ଡାଇରିଆ ଆକ୍ରାନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବେ ? କେମିତି ଏହାର ମୁକାବିଲା କରିବେ । ଘରର ଯଦି ଜଣେ ସଦସ୍ୟ ଡାଇରିଆର ଆକ୍ରାନ୍ତ ହୁଅନ୍ତି, ଏହା ସମସ୍ତ ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ କି ? ଜଣେ ଡାଇରିଆ ଆକ୍ରାନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ? କେତେ ମାରାତ୍ମକ ? ଜଣେ ଘରେ କେମିତି ଯତ୍ନ ନେବ । କେମିତି ଏହାର ମୁକାବିଲା କରିବେ । ତମାମ ପ୍ରସଙ୍ଗରେ କଟକ ଏସସିବି ମେଡିକାଲର ବରିଷ୍ଠ ଚିକିତ୍ସିକ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ । ଶୁଣନ୍ତୁ ଡାଇରିଆ ହେଲେ କଣ କରିବେ । କେମିତି ସତର୍କ ରହିବେ । ଇଟିଭି ଭାରତକୁ ସବିଶେଷ ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ହଇଜା କେମିତି ବ୍ୟାପେ । ଡାଇରିଆ ସମ୍ପର୍କିତ ଖବର ପଢନ୍ତୁ:ଯାଜପୁର-କଟକ-ଭଦ୍ରକ ଜିଲ୍ଲାରେ ଡାଇରିଆ ସ୍ଥିତି,  କେନ୍ଦ୍ରୀୟ ଟିମ କରିବେ ଅନୁଧ୍ୟାନଡାଇରିଆ ଆକ୍ରାନ୍ତ ଥିଲେ କେମିତି ଜାଣିବେ, ଲକ୍ଷଣ ନେଇ କଣ କହୁଛନ୍ତି ଡାକ୍ତର ?ଯାଜପୁରରେ ଆଉ 16 ହଇଜା ପଜିଟିଭ, ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧିକଟକକୁ ଡାଇରିଆ ଚିନ୍ତା, ସହରରେ ବନ୍ଦ ହେବ ଷ୍ଟ୍ରୀଟ ଫୁଡ ବ୍ୟବସାୟ !

Category

🗞
News

Recommended