Skip to playerSkip to main contentSkip to footer
  • 2 days ago
ଆକ୍ସିଓମ-4 କ୍ରୁ ସଦସ୍ୟଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପରେ, ଶୁକ୍ଲାଙ୍କ ପିତାମାତା ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଡ୍ରାଗନ ସ୍ପେସକ୍ରାଫ୍ଟର ସ୍ପ୍ଲାଶଡାଉନ୍ ହେବାପରେ ସେମାନେ ଓଦା ଆଖିରେ ସମସ୍ତଙ୍କ ସହିତ ତାଳି ମାରିବାର ଦୃଶ୍ୟ ଭିଡିଓରେ ଦେଖାଯାଇଥିଲା । ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, "ମୋ ପୁଅ ସଫଳତାର ସହ ଘରକୁ ଫେରିଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ।" ସେହିପରି ଶୁକ୍ଳାଙ୍କ ପିତା ସମ୍ଭୁ ଦୟାଲ ଶୁକ୍ଳାଙ୍କ ଯାତ୍ରାକୁ ଐତିହାସିକ କହିବା ସହ ତାଙ୍କ ଉପରେ ବେଶ ଗର୍ବିତ ବୋଲି କହିଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ 18 ଦିନ ବିତାଇବା ପରେ ଆଜି ଅପରାହ୍ନ 3.02ଟାରେ ପୃଥିବୀରେ ପହଞ୍ଚିଛନ୍ତି ଶୁକ୍ଳା ଓ ସାଥୀ ମହାକାଶଚାରୀ । ଏବେ ସେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପଖୁଆଇବା ଲାଗି 7 ଦିନିଆ ରିହାବିଲିଟେସନ ପ୍ରକ୍ରିୟାରେ ଯିବେ । ଏହାପରେ ସେ ଭାରତ ଫେରିବେ । 

Category

🗞
News
Transcript
00:00Can you see the reflection in the water?
00:04Look at that! Wow!
00:08That's that! That's wow!
00:30Let's go, let's go, let's go, let's go!
01:00Let's go, let's go!
01:30Let's go, let's go!
01:35foreign
01:47It is about 15 days in India for 10-15 days.
01:52What do they do now?
01:55They will come, then they will come.
01:57They will decide first.
01:58They will not be prepared.
02:00We will not be prepared for two months.
02:02When Subhanshu landed, did you have a lot of effort?
02:05I felt a little scared.
02:07Because I heard that there was a lot of effort.
02:11Now it's time.
02:12You are grateful for all things.
02:15Everything has been done.
02:17Listen to me about $30.
02:18They are with me.
02:19They have come.
02:20They can send me to the government to the government.
02:22And all of them had been opened there.
02:23They got all to do.
02:25You have all the leaderships.
02:26So what would your younger brother say?
02:28Alls have to come.
02:29You have to learn and learn what they need to get in the future.
02:33If you get to learn what they need, you have to take a step.
02:35So, that's it.

Recommended