Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ବାଲୁକା ଚିତ୍ରକଳାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
Follow
1/23/2025
ପୁରୀ: ଆଜି ହୋଉଛି ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ।ଏହି ଅବସରରେ ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କୁ ସାରା ଦେଶ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିସ୍ତୀର୍ଣ୍ଣ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସୁନ୍ଦର ବାଲୁକା ପ୍ରକିକୃତି ନିର୍ମାଣ କରିଛନ୍ତି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗିଛି । ନେତାଜୀଙ୍କ ୧୨୮ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଉଥିବାବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ବିରତ୍ବ ଗାଥାକୁ ମନେ ପକାଉଛି ସାରା ଦେଶ ।ଏହା ମଧ୍ୟ ପଢନ୍ତୁ ...ଆଜି ଶପଥ ନେବେ ଟ୍ରମ୍ପ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - SUDARSHAN PATTNAIK SAND ART ଏହା ମଧ୍ୟ ପଢନ୍ତୁ ...ମକର ସଂକ୍ରାନ୍ତି 2025: ବାଲୁକାରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - SAND ART ON MAKAR SANKRANTI ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
01:00
you
Recommended
2:59
|
Up next
ବ୍ରହ୍ମପୁରରେ ବାବା ବାଗେଶ୍ୱର, ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଦେଲେ ଆହ୍ୱାନ
ETVBHARAT
1/15/2025
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
1/8/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
7/5/2025
3:15
ମହାନଦୀର କୁଲାରୀକୁଦ ଟାପୁରେ ଫସିଲେ ହାତୀପଲ
ETVBHARAT
4 days ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
4/24/2025
1:37
କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ସେଥିପାଇଁ ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ ଚାଲିଛି
ETVBHARAT
1/14/2025
2:22
ସଡକ ସୁରକ୍ଷା ସପ୍ତାହରେ ନୟାଗଡ ରାଜରାସ୍ତାରେ ଯମପୁର ର ଯମରାଜ l
ETVBHARAT
1/8/2025
0:34
ଓଡିଶା ବନ୍ଦ ବେଳେ ମହିଳା ବେହୋସ, ଏମିତି ବଞ୍ଚାଇଲେ ପୋଲିସ ବାବୁ...
ETVBHARAT
yesterday
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
3:47
फर्रुखाबाद में छात्रा की मौत; चार अन्य की हालत बिगड़ी, स्वास्थ्य विभाग की टीम पहुंची
ETVBHARAT
today
1:59
દાહોદમાં જિલ્લા પંચાયતની સામાન્ય સભામાં હોબાળો, અધિકારીની બદલીની માંગ સાથે 50 સભ્યોનું વોકઆઉટ
ETVBHARAT
today
0:35
ટીકટોક સ્ટાર કીર્તિ પટેલના જામીન નામંજૂર, જ્યુડિશિયલ કસ્ટડીમાં મોકલવાનો આદેશ
ETVBHARAT
today
2:13
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
today
4:17
64वीं राज्यस्तरीय सुब्रतो मुखर्जी फुटबॉल प्रतियोगिता का भव्य आगाज, खेल और शिक्षा दोनों जरूरी: मंत्री रामदास सोरेन
ETVBHARAT
today
4:02
कोरबा में डेढ़ करोड़ का अनोखा ऑडिटोरियम, एक दशक से चल रहा निर्माण
ETVBHARAT
today
2:16
धर्मांतरण के आरोपी छांगुर बाबा का मेरठ कनेक्शन; 2019 में गैंग का शिकार बनी थी युवती, पुलिस ने ATS को दिया इनपुट
ETVBHARAT
today
3:34
ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ
ETVBHARAT
today
3:12
એકતાનગર સ્ટેચ્યુ ઓફ યુનિટી ખાતે GNCના 1800 વિધાર્થીઓએ "અંગદાન મહાદાન"નો આપ્યો સંદેશ
ETVBHARAT
today
2:17
स्कूली बच्चों से मिलीं कल्पना सोरेन, कहा - सफलता का ' शॉर्टकट' नहीं
ETVBHARAT
today
4:35
শিল্পশহর দুর্গাপুরে মোদির সভা, 5400 কোটির প্রকল্পের উদ্বোধন-শিলান্যাস করবেন প্রধানমন্ত্রী
ETVBHARAT
today
6:17
ಭಾರತದ ಏಕೈಕ ರಾಜಘಟ್ಟ ಬೌದ್ಧ ಚೈತ್ಯಾಲಯ ಉತ್ಖನನಕ್ಕೆ ಚಾಲನೆ: ಪ್ರಮುಖ ಬೌದ್ಧರ ಪ್ರವಾಸಿ ತಾಣವಾಗಿ ಅಭಿವೃದ್ಧಿ
ETVBHARAT
today
2:42
ಭಾರಿ ಮಳೆಯಿಂದ ಕಿತ್ತುಹೋದ ಗುಡೇನಕಟ್ಟಿ - ಯರಿನಾರಾಯಣ ರಸ್ತೆ; ಸ್ವಂತ ಹಣ ಹಾಕಿ ಗ್ರಾಮಸ್ಥರಿಂದಲೇ ರಸ್ತೆ ನಿರ್ಮಾಣ
ETVBHARAT
today
3:09
नेटबॉल नेशनल के लिये स्टेट टीम का सिलेक्शन स्टार्ट, सरगुजा से 3 सीनियर और 7 जूनियर बच्चे शामिल
ETVBHARAT
today