Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଅନ୍ତର୍ଜାତୀୟ ଯୋଗ ଦିବସ; ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା
ETVBHARAT
Follow
6/21/2025
Puri Beach Yoga Day Sculpture: ପୁରୀ: ଆଜି ହେଉଛି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶରୀରର ପାଇଁ ବେଶ୍ ଉପକାରୀ । ନିୟମିତ ଯୋଗ କଲେ ମାନସିକ ଶାନ୍ତି ମିଳିବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଏହି ବାର୍ତ୍ତା ସାରା ବିଶ୍ଵବାସୀଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜୁନ 21 ତାରିଖକୁ ସାରା ବିଶ୍ଵରେ 'ଯୋଗ ଦିବସ' ଭାବେ ପାଳନ କରାଯାଉଛି । 2014 ମସିହାରୁ ମିଳିତ ଜାତିସଂଘର ଘୋଷଣା ପରେ ସାରା ବିଶ୍ଵବାସୀ ଜୁନ 21କୁ ବିଶ୍ଵ ଯୋଗ ଦିବସ ଭାବେ ପାଳନ କରାଯାଉଛି । ତେବେ ଯୋଗ ହେଉଛି ଭାରତର ଏକ ପୂରାତନ ଶିକ୍ଷା । ଭାରତରୁ ଯୋଗର ସୃଷ୍ଟି । ଏହା ଏବେ ସାରା ବିଶ୍ଵରେ ବେଶ ଲୋକପ୍ରିୟତା ହାସଲ କରିଛି । ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ - PM INTERNATIONAL YOGA DAYଯୋଗ ମୁଦ୍ରାରେ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମିଲ କରାଯିବ ଯୋଗ - ODISHA CM YOGA DAYବିଶେଷ କରି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁତ୍ ଉଦ୍ୟମ ରହିଛି । 2014ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ଯୋଗୁ ଜୁନ 21 ତାରିଖକୁ ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଆସୁଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକୃତି ରହିଛି । ଯୋଗକୁ ସାରା ବିଶ୍ଵବାସୀ ଗ୍ରହଣ କରିବାକୁ ସେ ତାଙ୍କ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କରୁଥିବାର ପ୍ରତିକୃତି ସହିତ ଯୋଗର ବିଭିନ୍ନ ମୁଦ୍ରା ଏହି ବାଲୁକା ଚିତ୍ରକଳାରେ ପ୍ରଦର୍ଶିତ କରଯାଇଛି । ସୁଦର୍ଶନଙ୍କ ବାଲୁକା କଳା ମାନସିକ ଶାନ୍ତି ପାଇଁ ଯୋଗ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିଛି ।
ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
A
00:06
A
00:09
harp
00:11
A
00:13
A
00:15
A
00:17
A
00:19
A
00:21
A
00:23
A
00:25
A
00:27
A
00:28
A
Recommended
3:15
|
Up next
ମହାନଦୀର କୁଲାରୀକୁଦ ଟାପୁରେ ଫସିଲେ ହାତୀପଲ
ETVBHARAT
yesterday
2:59
ବ୍ରହ୍ମପୁରରେ ବାବା ବାଗେଶ୍ୱର, ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଦେଲେ ଆହ୍ୱାନ
ETVBHARAT
1/15/2025
8:21
ମୁମ୍ବାଇରେ ସ୍ୱାଭିମାନୀ ଓଡ଼ିଆ ଓମେନ୍ ଓ୍ବାର୍ଲଡ୍ ପକ୍ଷରୁ ରଜ ମହୋତ୍ସବ ସେଲିବ୍ରେସନ୍
ETVBHARAT
6/19/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
1/8/2025
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
2:22
ସଡକ ସୁରକ୍ଷା ସପ୍ତାହରେ ନୟାଗଡ ରାଜରାସ୍ତାରେ ଯମପୁର ର ଯମରାଜ l
ETVBHARAT
1/8/2025
2:52
ଯାଜପୁର ଉଦୟଗିରିରେ ପ୍ରଥମ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ
ETVBHARAT
1/12/2025
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
1/12/2025
1:52
नकल में लगाया अकल, स्पाई कैम के जरिए परीक्षा में युवती कर रही थी चोरी
ETVBHARAT
today
0:32
उफनते बरसाती नाले के बीच फंसी बस, ग्रामीणों ने किया रेस्क्यू ऑपरेशन... देखें वीडियो
ETVBHARAT
today
5:00
ట్రాఫిక్ మార్షల్స్తో - మహానగరంలో ట్రాఫిక్ సమస్యలకు చెక్ - అసలు వీళ్లేం చేస్తారో తెలుసా?
ETVBHARAT
today
2:10
ದೇಶದ ಅತಿ ಉದ್ದದ ಎರಡನೇ ಕೇಬಲ್ ಸೇತುವೆ ಸಿಗಂದೂರು ಸೇತುವೆ ಲೋಕಾರ್ಪಣೆಗೆ ಕ್ಷಣಗಣನೆ
ETVBHARAT
today
1:17
बिहार में उत्पाद विभाग की टीम पर पत्थरबाजी, पुलिस की जवाबी फायरिंग में एक की मौत
ETVBHARAT
today
1:37
'21 लीटर जल और हाथ में कान्हा की प्रतिमा..' 400 किमी की यात्रा पर हैं 'कुसुम बम'
ETVBHARAT
today
1:31
अंतिम संस्कार में रोड़ा बना श्मशान घाट का उद्घाटन, खुले आसमान में भीगते हुए दी मुखाग्नि
ETVBHARAT
today
2:10
মুখ্যমন্ত্ৰীক কিয় ক্ষমা খুজিবলৈ দাবী জনালে সুস্মিতা দেবে ?
ETVBHARAT
today
4:39
सावन का पहला सोमवार: बाबा बैद्यनाथ धाम में उमड़ा श्रद्धालुओं का जन सैलाब, शिवमय हुआ भगवान भोलेनाथ का दरबार
ETVBHARAT
today
2:52
పదేళ్ల తర్వాత తెలంగాణలో పండగ - కొత్త రేషన్కార్డులు పంపిణీ చేయనున్న సీఎం
ETVBHARAT
today
2:30
अमरनाथ यात्रा: भगवान शिव के दर्शन के लिए श्रद्धालुओं का 12वां जत्था रवाना, भक्तों में उत्साह
ETVBHARAT
today
3:22
బాబోయ్.. హడలెత్తిస్తోన్న సర్వీస్ రోడ్లు
ETVBHARAT
today
1:54
सतना में बोरवेल में गिरी 2 लड़कियां, दोनों हारीं जिंदगी की जंग, हादसों से सबक कब!
ETVBHARAT
today
5:00
भोलेनाथ से मांगी थी संतान, बेटी हुई तो कांवड़ में बैठाकर ले जा रहे देवघर
ETVBHARAT
today
5:12
पुष्कर में है भोलेनाथ की तपोस्थली, यहां भगवान विष्णु के साथ शिव ने पहली बार धरती पर किया था पदार्पण
ETVBHARAT
today