Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
ବାଲୁକା ଚିତ୍ରକଳାରେ ସ୍ନାନଯାତ୍ରା ଶୁଭେଚ୍ଛା
ETVBHARAT
Follow
6/10/2025
ପୁରୀ: ବାଲୁକା ଚିତ୍ରକଳାରେ ସ୍ନାନ ଯାତ୍ରା ଶୁଭେଚ୍ଛା ବାର୍ତ୍ତା । ପବିତ୍ର ସ୍ନାନଯାତ୍ରା ଅବସରରେ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ଏକ ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ବାଲୁକା ଚିତ୍ରକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ଝଲକ ସେ ଦର୍ଶାଇଛନ୍ତି । ବାଲିରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ପ୍ରଭୁ ବଲଭଦ୍ର, ଦେବୀ ସୁଭଦ୍ରାଙ୍କ ସହିତ 108 କଳସକୁ ସ୍ଥାନ ଦିଆଯାଇଛି । ଏହି କଳାକୃତି ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜାଣିଥିଲା । ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ । ସ୍ନାନ ମଣ୍ଡପରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ସମସ୍ତ ନୀତିକାନ୍ତି । ଏଥିସହିତ ଜଳଲାଗି, ହାତୀବେଶ ମଧ୍ୟ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
Category
🗞
News
Recommended
1:51
|
Up next
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7/5/2025
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1/8/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
6/23/2025
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
7/5/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
7/7/2025
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
1/9/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6/20/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
4:00
"பள்ளிக்கூடங்களில் செஸ் விளையாட வாய்ப்பு ஏற்படுத்த வேண்டும்" - கிராண்ட் மாஸ்டர் விஸ்வநாதன் ஆனந்த்!
ETVBHARAT
today
5:23
धराली आपदा की आंखों देखी, बाल-बाल बचा परिवार, सेना ने की मदद, उत्तराखंड CM मिलने आए, सुनाई पूरी दास्तान
ETVBHARAT
today
7:06
विभाजन विभीषिका दिवस: प्रदर्शनी के जरिए युवा पीढ़ी तक पहुंचेगा बंटवारे का सच
ETVBHARAT
today
2:54
नागपूर-पुणे अंतर 100 किमीनं कमी करणार! कसं? मुख्यमंत्री देवेंद्र फडणवीस यांनी सांगितला 'मास्टर प्लॅन'
ETVBHARAT
today
8:02
डायबिटीज अब लाइफटाइम रोग नहीं? PGIMER की रिसर्च बदल सकती है सोच, आए चौंकाने वाले नतीजे
ETVBHARAT
today
4:15
मुरैना में जिंदा मोर को निगलते देख लोगों ने मचाया शोर, नीमच में भी मचा हड़कंप
ETVBHARAT
today
6:49
ইউ পি পি এল-বি পি এফ কোনো দলকেই বেয়া নাপায় মুখ্যমন্ত্ৰীয়ে ! কিয় ক'লে তেনেকৈ ?
ETVBHARAT
today
3:21
कोसी का जलस्तर बढ़ने से मधेपुरा के हालात बेकाबू, सड़कों पर पानी, नाव बनीं जिंदगी की डोर
ETVBHARAT
today
1:34
रांची में बेकाबू कार ने बाइक को मारी टक्कर, हादसे में तीन की मौत, 2 गंभीर रूप से घायल
ETVBHARAT
today
1:43
ईटीवी भारत की खबर पर प्रशासन ने लिया संज्ञान, गिरिडीह के कबरीबाद माइंस पहुंचे पदाधिकारी, डोजरिंग कराने का निर्णय
ETVBHARAT
today
2:13
CISF की तर्ज पर बिहार विशेष सशस्त्र पुलिस बल करेगी काम, औद्योगिक क्षेत्र से लेकर एयरपोर्ट तक संभालेगा मोर्चा
ETVBHARAT
today
3:43
"ओबीसींचं भलं यात्रा आणि भाषणांनी नाही, तर काम केल्यानं होते" मुख्यमंत्री देवेंद्र फडणवीस यांचा शरद पवारांवर निशाणा
ETVBHARAT
today