ଧରାପଡ଼ିଲେ ଉତୁପାତିଆ ରୋଡ୍ ରୋମିଓ । ଭୁବନେଶ୍ୱରର ଲେଡିଜ୍ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ମାମଲାରେ ୩ଜଣ ଗିରଫ । ଅଘଟଣ ପରେ ଚେତାକୁ ଆସିଲା ପୋଲିସ୍ । ଗାଇଡଲାଇନ୍ସ ନମାନି ହଷ୍ଟେଲ କରିଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଚାବନୀ । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.