ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଭାଷଣକୁ ନେଇ ଚର୍ଚ୍ଚା। ନାଁ ନ ନେଇ ବିଜେପିକୁ ଟାର୍ଗେଟ୍, ମହିଳାକୁ ଅସମ୍ମାନ ଓ ଡବଲ ଇଞ୍ଜିନ ପ୍ରସଙ୍ଗକୁ ନେଇ ବି ନିଶାନା। ୨୪ ନିର୍ବାଚନ ପୂର୍ବରୁ ବିଜେଡିର ଭାଙ୍ଗୁଥିବା ମହିଳା ଭୋଟବ୍ୟାଙ୍କ୍ ଏକଜୁଟ୍ କରିବା ଲକ୍ଷ୍ୟରେ ଦଳ ପୁଣି ଖେଳୁଛି କି ମହିଳା କାର୍ଡ । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.