ଘର ନୟାଗଡ଼, ପେଶାରେ ITI ଶିକ୍ଷକ । ହେଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ ସହ ମିଶି କରୁଥିଲେ ଦେଶ ବିରୋଧୀ କାର୍ଯ୍ୟକଳାପ । ପ୍ରିଆକ୍ଟିଭ୍ ସିମ୍ ବ୍ୟବହାର କରି ବିକ୍ରି କରୁଥିଲେ OTP । ହାତଉଥିଲେ ବିପୁଳ ପରିମାଣର ଅର୍ଥ । ଏମିତି ଅଭିଯୋଗରେ ଏସଟିଏଫ୍ ଓଡ଼ିଶାରୁ ସଂପୃକ୍ତ ITI ଶିକ୍ଷକଙ୍କ ସମେତ ମୋଟ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.