ରାଜ୍ୟର ଆଉ ୧୪ ଜିଲ୍ଲାରେ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା SDC । ୨୩ ଜିଲ୍ଲାକୁ ବଢ଼ିଲା କଳେବର । ହେଲେ ଆଦିବାସୀଙ୍କ ବିକାଶ ଲାଗି ଗଠନ ହୋଇଥିବା ଏସବୁ SDCର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଆଦିବାସୀ । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.