ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ଭୁଶୁଡ଼ିଲା ବ୍ରିଟିଶ୍ ଅମଳର ପୋଲ । ବାହୁଦା ନଦୀ ଉପରେ ନିର୍ମାଣ ହୋଇଥିବା ପ୍ରାୟ ୯୦ ବର୍ଷର ପୁରୁଣା ଏହି ପୋଲ ଭୁଶୁଡ଼ି ଯାଇଛି । ଆଜି ସକାଳୁ ଏକ ଗ୍ରାନାଇଟ ବୋଝେଇ ଟ୍ରେଲର ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.