Kenduleaf Pluckers Protest at Sambalpur Divisional Forest Office | The Fight for Fair Wages and Working Conditions

  • last year
ସମ୍ବଲପୁର କେନ୍ଦୁପତ୍ର ଡିଭିଜନାଲ ଫରେଷ୍ଟ ଅଫିସ ସମ୍ମୁଖରେ କେନ୍ଦୁପତ୍ର କର୍ମଚାରୀ ଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଥିଲା । ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟରେ ଥିବା ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧାଇ ଶ୍ରମିକ ଙ୍କ ପତ୍ର ଖରିଦି ଦର ବୃଦ୍ଧି କରିବା ସହ ସିଜନାଲ୍ କର୍ମଚାରୀ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରିବା ସମେତ 14 ଦଫା ଦାବି ପୂରଣ ଦାବିରେ ସମ୍ବଲପୁର ସ୍ଥିତ କେନ୍ଦୁପତ୍ର ଡିଭିଜନାଲ ଫରେଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
This video covers the recent demonstration by Kenduleaf pluckers in front of the Sambalpur KenduLeaf Divisional Forest Office. Kenduleaf is a key product for the local economy, and the pluckers are demanding fair wages and better working conditions. In this exclusive report, we provide an in-depth analysis of the situation, the grievances of the pluckers, and the impact on the local community. If you want to know more about this important issue and its significance for the region, don't miss this video

#odishanews #sambalpurkenduleafpluckers #kenduleafworkers #protest #allodishanews #odishanews #odianews #breakingnews #dailymotionodia

Recommended