Manmohan's response to Hanuman Jayanti report He said the state government is one hundred percent responsible

  • last year
ହନୁମାନ ଜୟନ୍ତୀର ଗୁଇନ୍ଦା ରିପୋର୍ଟ ଉପରେ ପ୍ରତିକ୍ରିୟା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
କହିଲେ ଘଟଣା ପାଇଁ ରାଜ୍ଯ ସରକାର ଶହେ ପ୍ରତିଶତ ଦାୟୀ | ଘଟଣା ନେଇ ରାଜ୍ଯ ସରକାର ଶ୍ବେତପତ୍ର ଜାରି କରନ୍ତୁ | ଗୁଇନ୍ଦା ରିପୋର୍ଟ ଆସିଥିବା ସତ୍ତ୍ବେ ତାହାକୁ କାର୍ଯ୍ଯକାରୀ ନକରିବା ରାଜ୍ଯ ସରକାରଙ୍କ ବିଫଳତାକୁ ଦର୍ଶାଉଛି | ଫଳରେ ସିବିଆଇ ଦନ୍ତ ଦାବି କରିଛନ୍ତି ମନମୋହନ | ସମ୍ବେଦନଶୀଳ ଅଂଚଳରେ ଆବଶ୍ଯକୀୟ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୫ ତାରିଖରୁ ସମସ୍ତ ରାଜ୍ଯକୁ ଚେତାଇ ଦେଇଥିବାବେଳେ ତାହାକୁ ମଧ୍ଯ ଗୁରୁତର ସହ ନେଇନି ରାଜ୍ଯ | ଏହା ସହ ଏହି ଘଟଣାର ତଦନ୍ତ ପାଇଁ ବିଜେପିର ୪ଜଣିଆ ଟିମ୍ ଆସିବ ଓ ସରଜମିନ ତଦନ୍ତ କରି ରିପୋର୍ଟ ଦେବ ବୋଲି ମନମୋହନ କହିଛନ୍ତି |
#odishanews #manmohansamal #bjpodisha #bjp #bjp4india #pmmodi #narendramodi #sambalpurcurfewlifted #sambalpurnews #odishagovt #bjdvsbjp

Recommended