ଅଲ ଓଡିଶା ସ୍ଟୁଡେଣ୍ଟସ ଭଏସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାବଣପୋଡି

  • last year
ଆଜି ଅଲ ଓଡିଶା ସ୍ଟୁଡେଣ୍ଟସ ଭଏସ ପକ୍ଷରୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରାବଣ ପୋଡି କରାଯାଇଥିଲା| ବିଧାୟକ କହିଥିଲେ ଦେଶରେ ବର୍ତ୍ତମାନ ଗଣତନ୍ତ୍ର ଅସୁରକ୍ଷିତ ରହିଛି| ଏହାଦ୍ୱାରା ଦେଶବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି | ଏହି ଅବସରରେ ଅଲ ଓଡିଶା ସ୍ଟୁଡେଣ୍ଟସ ଭଏସ ପକ୍ଷରୁ କୁହାଯାଇଥିଲା ଯେ, ଯଦି ଗଣତନ୍ତ୍ର କୁ ସୁରକ୍ଷିତ ରଖିବାକୁ ହେଲେ ମୋଦି ରୂପୀ ରାବଣର ବଦ୍ଧ ନିହାତି ଆବଶ୍ୟକ|

Recommended