Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ମହାନତା, ଆମ୍ବୁଲାନ୍ସକୁ ଛାଡିଲେ ବାଟ
ETVBHARAT
Follow
6/20/2025
ଭୁବନେଶ୍ବର: ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ପ୍ରଧାନମନ୍ତ୍ରୀ । ରୋଡ ସୋ' ବେଳେ ଆମ୍ବୁଲାନ୍ସ ପାଇଁ ସ୍ଲୋ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଟ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ରାଜଧାନୀ ଭୁବନେଶ୍ବରେ । ଆଜି ଓଡ଼ିଶା ଗସ୍ତରେ ଆସିଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ବୈଠକ ପରେ ସେ ଜନତା ମଇଦାନରୁ ସିଧାସଳଖ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ବାହାରି ଥିଲେ । ତେବେ ରାସ୍ତା କଡ଼ରେ ହଜାର ହଜାର ଦର୍ଶକ ମୋଦିଙ୍କ ଝଲକ ପାଇବା ପାଇଁ ଉପସ୍ଥିତ ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ଦ୍ରୁତ ଗତିରେ ଆସୁଥିବା ଖବର ପାଇଁ ବାଟ ଛାଡ଼ିଥିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଏବଂ କିଛି ସମୟ ପାଇଁ ସ୍ଲୋ ହୋଇଯାଇଥିଲା କାରକେଡ । ତେବେ ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଜନତାଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ, ଏୟାରପୋର୍ଟରୁ ଜନତା ମୈଦାନ - ODISHA BJP GOVT 1 YEAR CELEBRATIONଏହା ମଧ୍ୟ ପଢନ୍ତୁ...ଭାରତର ପେଟ୍ରୋ କେମିକାଲ୍ସ ହବ୍ ହେବ ଓଡ଼ିଶା: ମୋଦି - PM MODI ODISHA VISIT 2025ଏହା ମଧ୍ୟ ପଢନ୍ତୁ...'ଜୟ ଜଗନ୍ନାଥ'ରୁ ଭାଷଣ ଆରମ୍ଭ କଲେ ମୋଦି, କହିଲେ ଏହା ସୁଶାସନ ସ୍ଥାପନର ବର୍ଷ - PM NARENDRA MODIଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
For more information visit www.fema.com
00:10
Please visit the website www.fema.org
Recommended
3:31
|
Up next
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
6/11/2025
2:52
ଯାଜପୁର ଉଦୟଗିରିରେ ପ୍ରଥମ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ
ETVBHARAT
1/12/2025
2:04
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
1/10/2025
1:37
'21 लीटर जल और हाथ में कान्हा की प्रतिमा..' 400 किमी की यात्रा पर हैं 'कुसुम बम'
ETVBHARAT
today
1:17
बिहार में उत्पाद विभाग की टीम पर पत्थरबाजी, पुलिस की जवाबी फायरिंग में एक की मौत
ETVBHARAT
today
2:10
ದೇಶದ ಅತಿ ಉದ್ದದ ಎರಡನೇ ಕೇಬಲ್ ಸೇತುವೆ ಸಿಗಂದೂರು ಸೇತುವೆ ಲೋಕಾರ್ಪಣೆಗೆ ಕ್ಷಣಗಣನೆ
ETVBHARAT
today
1:31
अंतिम संस्कार में रोड़ा बना श्मशान घाट का उद्घाटन, खुले आसमान में भीगते हुए दी मुखाग्नि
ETVBHARAT
today
3:24
ଛୁଆ ପାଇଁ ଗୁଆ ଖୋଜା
ETVBHARAT
1/14/2025
5:00
ట్రాఫిక్ మార్షల్స్తో - మహానగరంలో ట్రాఫిక్ సమస్యలకు చెక్ - అసలు వీళ్లేం చేస్తారో తెలుసా?
ETVBHARAT
today
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
1/13/2025
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1/15/2025
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
1/8/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
1:02
ବାଲୁକା ଚିତ୍ରକଳାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଭେଚ୍ଛା
ETVBHARAT
1/20/2025
2:10
মুখ্যমন্ত্ৰীক কিয় ক্ষমা খুজিবলৈ দাবী জনালে সুস্মিতা দেবে ?
ETVBHARAT
today
4:39
सावन का पहला सोमवार: बाबा बैद्यनाथ धाम में उमड़ा श्रद्धालुओं का जन सैलाब, शिवमय हुआ भगवान भोलेनाथ का दरबार
ETVBHARAT
today
2:52
పదేళ్ల తర్వాత తెలంగాణలో పండగ - కొత్త రేషన్కార్డులు పంపిణీ చేయనున్న సీఎం
ETVBHARAT
today
2:30
अमरनाथ यात्रा: भगवान शिव के दर्शन के लिए श्रद्धालुओं का 12वां जत्था रवाना, भक्तों में उत्साह
ETVBHARAT
today
3:22
బాబోయ్.. హడలెత్తిస్తోన్న సర్వీస్ రోడ్లు
ETVBHARAT
today
1:54
सतना में बोरवेल में गिरी 2 लड़कियां, दोनों हारीं जिंदगी की जंग, हादसों से सबक कब!
ETVBHARAT
today
5:00
भोलेनाथ से मांगी थी संतान, बेटी हुई तो कांवड़ में बैठाकर ले जा रहे देवघर
ETVBHARAT
today
5:12
पुष्कर में है भोलेनाथ की तपोस्थली, यहां भगवान विष्णु के साथ शिव ने पहली बार धरती पर किया था पदार्पण
ETVBHARAT
today
5:51
श्रावणी मेला 2025: देवघर में कैसे स्थापित हुआ ज्योतिर्लिंग, शिव को क्यों प्रिय है जलार्पण, जनिए वह सब कुछ जो जानना है जरूरी
ETVBHARAT
yesterday
1:46
बीड जिल्ह्यातील शेतकऱ्यांची यशोगाथा, रेशीम उद्योगातून दीड एकरात काढलं 4 लाखांचं उत्पन्न
ETVBHARAT
yesterday
2:51
ରେଭେନ୍ସା ଅନ୍ତେବାସୀ ଝାଡ଼ାବାନ୍ତି ପ୍ରସଙ୍ଗ, SCBରେ ଆକ୍ରାନ୍ତଙ୍କୁ ଭେଟିଲେ ମନ୍ତ୍ରୀ
ETVBHARAT
yesterday