Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ବାଲୁକା ଚିତ୍ରକଳାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଭେଚ୍ଛା
ETVBHARAT
Follow
1/20/2025
ପୁରୀ: ଆମେରିକାରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପ ଶାସନ । ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଆଜି(ସୋମବାର) ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ପାଇଁ ସେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବେ ।କ୍ୟାପିଟାଲ ବିଲ୍ଡିଂ ଭିତରେ ଶପଥ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏହି ଅବସରରେ ବିଶ୍ୱର କୋଣ ଅନୁକୋଣରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।ବାଲୁକା କଳାରେ ଟ୍ରମ୍ପଙ୍କୁ ଅଭିନନ୍ଦନ:ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବେଳାଭୂମିରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିଶାଳ ବାଲୁକା କଳା ନିର୍ମାଣ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ । 47 ଫୁଟ ଲମ୍ବର ଏହି ବିଶାଳ ବାଲୁକା ଚିତ୍ରକଳାରେ ଟ୍ରମ୍ପଙ୍କ ଫୋଟ ସହ ରହିଛି ଆମେରିକାର ଜାତୀୟ ପତାକା ଓ ହ୍ବାଇଟ ହାଉସ । ଏହି ଚିତ୍ରକଳାକୁ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା ।ଏହାମଧ୍ୟ ପଢନ୍ତୁ...ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ - DONALD TRUMP SWEARING
ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
01:00
You
Recommended
1:54
|
Up next
ଶୁଣ୍ଠରେ ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ
ETVBHARAT
1/22/2025
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
7/7/2025
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
1/13/2025
1:43
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଉତ୍ସବମୁଖର, ନାଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ETVBHARAT
6/20/2025
2:23
ଏସବିଆଇ ଏଟିଏମ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
ETVBHARAT
1/10/2025
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1/10/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7/5/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:04
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
1/10/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5/29/2025
3:47
फर्रुखाबाद में छात्रा की मौत; चार अन्य की हालत बिगड़ी, स्वास्थ्य विभाग की टीम पहुंची
ETVBHARAT
today
1:59
દાહોદમાં જિલ્લા પંચાયતની સામાન્ય સભામાં હોબાળો, અધિકારીની બદલીની માંગ સાથે 50 સભ્યોનું વોકઆઉટ
ETVBHARAT
today
0:35
ટીકટોક સ્ટાર કીર્તિ પટેલના જામીન નામંજૂર, જ્યુડિશિયલ કસ્ટડીમાં મોકલવાનો આદેશ
ETVBHARAT
today
2:13
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
today
4:17
64वीं राज्यस्तरीय सुब्रतो मुखर्जी फुटबॉल प्रतियोगिता का भव्य आगाज, खेल और शिक्षा दोनों जरूरी: मंत्री रामदास सोरेन
ETVBHARAT
today
4:02
कोरबा में डेढ़ करोड़ का अनोखा ऑडिटोरियम, एक दशक से चल रहा निर्माण
ETVBHARAT
today
2:16
धर्मांतरण के आरोपी छांगुर बाबा का मेरठ कनेक्शन; 2019 में गैंग का शिकार बनी थी युवती, पुलिस ने ATS को दिया इनपुट
ETVBHARAT
today
3:34
ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ
ETVBHARAT
today
3:12
એકતાનગર સ્ટેચ્યુ ઓફ યુનિટી ખાતે GNCના 1800 વિધાર્થીઓએ "અંગદાન મહાદાન"નો આપ્યો સંદેશ
ETVBHARAT
today
2:17
स्कूली बच्चों से मिलीं कल्पना सोरेन, कहा - सफलता का ' शॉर्टकट' नहीं
ETVBHARAT
today
4:35
শিল্পশহর দুর্গাপুরে মোদির সভা, 5400 কোটির প্রকল্পের উদ্বোধন-শিলান্যাস করবেন প্রধানমন্ত্রী
ETVBHARAT
today
6:17
ಭಾರತದ ಏಕೈಕ ರಾಜಘಟ್ಟ ಬೌದ್ಧ ಚೈತ್ಯಾಲಯ ಉತ್ಖನನಕ್ಕೆ ಚಾಲನೆ: ಪ್ರಮುಖ ಬೌದ್ಧರ ಪ್ರವಾಸಿ ತಾಣವಾಗಿ ಅಭಿವೃದ್ಧಿ
ETVBHARAT
today
2:42
ಭಾರಿ ಮಳೆಯಿಂದ ಕಿತ್ತುಹೋದ ಗುಡೇನಕಟ್ಟಿ - ಯರಿನಾರಾಯಣ ರಸ್ತೆ; ಸ್ವಂತ ಹಣ ಹಾಕಿ ಗ್ರಾಮಸ್ಥರಿಂದಲೇ ರಸ್ತೆ ನಿರ್ಮಾಣ
ETVBHARAT
today