Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ପୁରୀ ଦେବସ୍ନାନ ପୂର୍ଣ୍ଣିମା; ଆକାଶ ମାର୍ଗରୁ ବଡଦାଣ୍ଡର ଅପୂର୍ବ ଦୃଶ୍ୟ
ETVBHARAT
Follow
6/11/2025
ପୁରୀ: ଲୋକାରଣ୍ୟ ବଡ଼ଦାଣ୍ଡ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବଲିଳା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆକାଶ ମାର୍ଗରୁ ପୁରୀ ବଡ ଦାଣ୍ଡକୁ ଦେଖିଲେ ଲାଗୁଛି ଯେମିତି ପୁରା ଜନସମୁଦ୍ର ପାଲଟିଛି । ଏହା କେବଳ ଏକ ଉତ୍ସବ ନୁହେଁ, ଭକ୍ତ ଏବଂ ଭଗବାନର ମହାମିଳନ । ରତ୍ନମଣ୍ଡପ ଛାଡି ସ୍ନାନବେଦୀକୁ ଆସିଛନ୍ତି ଶ୍ରୀଜିଉ । ସୁନାକୂଅରୁ 108 ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ବଳଭଦ୍ର 32 ଗରା, ମହାପ୍ରଭୁ ଜଗନ୍ନାଥ 35 ଗରା, ଦେବୀ ସୁଭଦ୍ରା 22 ଗରା, ଚକ୍ରରାଜ ସୁଦର୍ଶନ 18 ଗରା ଜଳରେ ସ୍ନାନ କରିଛନ୍ତି । ଏହାପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଏବଂ ପୋଲିସ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଏହା ମଧ୍ୟ ପଢନ୍ତୁ...ସ୍ନାନମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ମହାପ୍ରଭୁ, ଲୋକାରଣ୍ୟ ବଡଦାଣ୍ଡ - SNANA YATRA 2025 ଏହା ମଧ୍ୟ ପଢନ୍ତୁ... ମହାପ୍ରଭୁଙ୍କୁ ଆଶିଷ ନେଲେ ମୋହନ ମାଝୀ, ସୁରୁଖୁରୁରେ ଚାଲିଛି ସ୍ନାନଯାତ୍ରା - SNANA YATRA 2025ଏହା ମଧ୍ୟ ପଢନ୍ତୁ... ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ - SNANA JATRA 2025ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for listening.
Recommended
0:35
|
Up next
ટીકટોક સ્ટાર કીર્તિ પટેલના જામીન નામંજૂર, જ્યુડિશિયલ કસ્ટડીમાં મોકલવાનો આદેશ
ETVBHARAT
yesterday
0:30
Indore Woman Overcomes Triple Disability To Secure Government Job
ETVBHARAT
yesterday
3:31
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
6/11/2025
3:24
ଛୁଆ ପାଇଁ ଗୁଆ ଖୋଜା
ETVBHARAT
1/14/2025
4:47
ରଥଯାତ୍ରାରେ ଅଗ୍ନିଶମ ବାହିନୀର ସ୍ବତନ୍ତ୍ର ଟିମ୍, ଜୀବନ ବଞ୍ଚାଉଛି ଅକ୍ସିଜେନ କ୍ୟାନ୍
ETVBHARAT
6/27/2025
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
1/8/2025
1:04
ମାଟ୍ରିକ ଟପ୍ପର ଚନ୍ଦନ: ୫ରୁ ୬ ଘଣ୍ଟା ପଢୁଥିଲେ, ଲକ୍ଷ୍ୟ ବୈଜ୍ଞାନିକ
ETVBHARAT
5/3/2025
2:04
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
1/10/2025
2:36
ମନରେ ଡର, ଓଦା ଆଖି ଓ ତାଳିରେ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ବାଗତ କଲେ ପରିବାର, ଦେଖନ୍ତୁ ଭିଡିଓ
ETVBHARAT
2 days ago
0:24
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ମହାନତା, ଆମ୍ବୁଲାନ୍ସକୁ ଛାଡିଲେ ବାଟ
ETVBHARAT
6/20/2025
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
1/15/2025
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
1/13/2025
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1/12/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
3:29
ଓଡ଼ିଶାରେ ଗ୍ରୀନ ୟୁନିଭରସିଟି ପାଇଁ ପ୍ରସ୍ତାବ ରଖିବେ ପ୍ରବାସୀ ଭାରତୀୟ
ETVBHARAT
1/8/2025
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
6/23/2025
3:47
फर्रुखाबाद में छात्रा की मौत; चार अन्य की हालत बिगड़ी, स्वास्थ्य विभाग की टीम पहुंची
ETVBHARAT
yesterday
1:59
દાહોદમાં જિલ્લા પંચાયતની સામાન્ય સભામાં હોબાળો, અધિકારીની બદલીની માંગ સાથે 50 સભ્યોનું વોકઆઉટ
ETVBHARAT
yesterday
2:13
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
yesterday
4:17
64वीं राज्यस्तरीय सुब्रतो मुखर्जी फुटबॉल प्रतियोगिता का भव्य आगाज, खेल और शिक्षा दोनों जरूरी: मंत्री रामदास सोरेन
ETVBHARAT
yesterday
4:02
कोरबा में डेढ़ करोड़ का अनोखा ऑडिटोरियम, एक दशक से चल रहा निर्माण
ETVBHARAT
yesterday
2:16
धर्मांतरण के आरोपी छांगुर बाबा का मेरठ कनेक्शन; 2019 में गैंग का शिकार बनी थी युवती, पुलिस ने ATS को दिया इनपुट
ETVBHARAT
yesterday
3:34
ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ
ETVBHARAT
yesterday
3:12
એકતાનગર સ્ટેચ્યુ ઓફ યુનિટી ખાતે GNCના 1800 વિધાર્થીઓએ "અંગદાન મહાદાન"નો આપ્યો સંદેશ
ETVBHARAT
yesterday
2:17
स्कूली बच्चों से मिलीं कल्पना सोरेन, कहा - सफलता का ' शॉर्टकट' नहीं
ETVBHARAT
yesterday