Skip to player
Skip to main content
Skip to footer
Search
Connect
Watch fullscreen
Like
Comments
Bookmark
Share
Add to Playlist
Report
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
Follow
1/17/2025
ବୌଦ୍ଧ: ପ୍ରୟାଗରାଜରରେ ଜମୁଛି ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ଧନ୍ୟମନେ କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ବର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରୟାଗରାଜକୁ ଯାତ୍ରା କରୁଛନ୍ତି । କୁମ୍ଭମେଳା ପାଇଁ ରାଜ୍ୟ ସରକାର ପ୍ରୟାଗରାଜକୁ ସିଧା ସଳଖ ବସ ସେବା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଶ୍ରଦ୍ଧାଳୁ ସେହି ବସ୍ରେ ଯାତ୍ରା କରି କୁମ୍ଭମେଳାରେ ସାମିଲ ହୋଇ ଏବେ ଫେରିଛନ୍ତି । ବସ୍ ସୁବିଧା ପାଇଁ ଓଡ଼ିଶା ସରକାରଙ୍କୁ ଯାତ୍ରୀ ମାନେ ଧନ୍ୟବାଦ ଜଣାଇ ଯାତ୍ରାକୁ ନେଇ ଅନୁଭୂତି ବଖାଣିଛନ୍ତି । ଗତ 12 ତାରିଖ ଠାରୁ ବ୍ରହ୍ମପୁର ଠାରୁ ବସ୍ ଯୋଗେ 18 ଜଣ ଶ୍ରଦ୍ଧାଳୁ ପ୍ରୟାଗରାଜ ସମେତ ଅଯୋଧ୍ୟା ଯାତ୍ରା କରିଥିଲେ । ପ୍ରୟାଗରାଜର ବିଶ୍ବ ପ୍ରସିଦ୍ଧ କୁମ୍ଭମେଳା ଯାତ୍ରା ଓ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ସାରି ଫେରିଛନ୍ତି ଶ୍ରଦ୍ଧାଳୁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।ଏହି ବସସେବାରେ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ତୀର୍ଥ ଯାତ୍ରୀ ମାନେ ଯାତ୍ରା କରିଥିଲେ । ଶ୍ରଦ୍ଧାଳୁ ମାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବୌଦ୍ଧ ଜିଲ୍ଲା ସଦର ମହକୁମା ମହାନଦୀ କୂଳରେ ଅବସ୍ଥିତ ବାବା ଚନ୍ଦ୍ରଚୂଡ ଶୈବପୀଠରେ ବ୍ୟାପକ ବନ୍ଦୋବସ୍ତ ସହିତ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ମଧ୍ୟ ପଢନ୍ତୁ-ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBHଇଟିଭି ଭାରତ, ବୌଦ୍ଧ
Category
🗞
News
Transcript
Display full video transcript
00:00
This is a very significant event for the entire country.
00:05
The great Kumbh Mela of Prayag Raj,
00:08
which took place in a sacred place 144 years ago.
00:13
The Brahmapur, which is in the middle of the Odisha government,
00:18
has been in a state of independence since the beginning of Prayag Raj.
00:22
On January 12th to February 26th,
00:27
the Kumbh Mela of Prayag Raj will take place.
00:31
This is a very significant event for the entire country.
00:35
The Odisha government is also involved in this.
00:37
The government of Mohun Baji is also involved.
00:39
The OSRT is also involved.
00:42
This is a very significant event.
00:44
The Brahmapur, Phulwani, Godho, Dehi,
00:48
all of them are involved in this.
00:50
This is a very significant event for the entire country.
00:55
The Kumbh Mela of Prayag Raj will take place.
01:00
I was out on the 12th.
01:03
I arrived on the evening of the 13th.
01:06
On the 14th, I took a bath in the Ganges.
01:08
It was a very significant event.
01:10
The ORTC staff was very helpful.
01:13
The vehicle was also very convenient.
01:15
I didn't know that the Odisha government would be so helpful.
01:19
The vehicle was so convenient.
01:21
There was no need for a train.
01:23
That's when I found out that the Odisha government
01:27
is doing a lot of things to make it convenient.
01:29
What do you think about the Brahmapur Jatra
01:33
being held by the people of Gajapati district?
01:36
What do you think about it?
01:38
When I first came here,
01:40
I was very sad when I found out that the ticket was not available.
01:45
I saw the train, but it was not available.
01:48
I was very sad.
01:50
But I found out very late that
01:52
the OSRTC government is targeting this event.
01:56
So I decided to come here.
01:58
I was very focused on this.
02:00
I came here very late,
02:02
but I got the ticket online.
02:04
When I came here,
02:06
the OSRTC staff was very helpful.
02:10
They helped me a lot.
02:12
When I came here,
02:14
I felt like I was at home.
02:16
I felt like I was at home.
02:18
When I reached Prayag,
02:20
they arranged everything for me.
02:22
When I reached Prayag,
02:24
they arranged everything for me.
02:26
I never imagined that I would be in such a good place.
02:28
I never imagined that I would be in such a good place.
02:30
They gave me a bath.
02:32
When I came back,
02:34
they showed me the Ajodhya Dham.
02:36
They showed me the Ajodhya Dham.
02:38
They helped me meet Lord Rama
02:40
They helped me meet Lord Rama
02:42
They helped me meet Lord Rama
02:44
When I went to the Prayag Raju's place,
02:46
When I went to the Prayag Raju's place,
02:48
the first train to Odisha,
02:50
was another train from Brahmapur.
02:52
When I went to Gandhamal,
02:54
Gautam,
02:55
and Ganjam,
02:57
I visited the Bwabah,
02:59
I visited the Bwabah,
03:01
I visited the Bwabah,
03:03
We pray for peace, happiness and prosperity for all the people of Prague.
03:15
Thank you very much.
Recommended
3:47
|
Up next
फर्रुखाबाद में छात्रा की मौत; चार अन्य की हालत बिगड़ी, स्वास्थ्य विभाग की टीम पहुंची
ETVBHARAT
today
1:59
દાહોદમાં જિલ્લા પંચાયતની સામાન્ય સભામાં હોબાળો, અધિકારીની બદલીની માંગ સાથે 50 સભ્યોનું વોકઆઉટ
ETVBHARAT
today
0:35
ટીકટોક સ્ટાર કીર્તિ પટેલના જામીન નામંજૂર, જ્યુડિશિયલ કસ્ટડીમાં મોકલવાનો આદેશ
ETVBHARAT
today
2:13
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
today
4:17
64वीं राज्यस्तरीय सुब्रतो मुखर्जी फुटबॉल प्रतियोगिता का भव्य आगाज, खेल और शिक्षा दोनों जरूरी: मंत्री रामदास सोरेन
ETVBHARAT
today
4:02
कोरबा में डेढ़ करोड़ का अनोखा ऑडिटोरियम, एक दशक से चल रहा निर्माण
ETVBHARAT
today
2:16
धर्मांतरण के आरोपी छांगुर बाबा का मेरठ कनेक्शन; 2019 में गैंग का शिकार बनी थी युवती, पुलिस ने ATS को दिया इनपुट
ETVBHARAT
today
3:34
ବାଲେଶ୍ୱର ପରେ ସମ୍ବଲପୁର; ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ରସିକିଆ ଅଧ୍ୟାପକ ଗିରଫ
ETVBHARAT
today
3:12
એકતાનગર સ્ટેચ્યુ ઓફ યુનિટી ખાતે GNCના 1800 વિધાર્થીઓએ "અંગદાન મહાદાન"નો આપ્યો સંદેશ
ETVBHARAT
today
2:17
स्कूली बच्चों से मिलीं कल्पना सोरेन, कहा - सफलता का ' शॉर्टकट' नहीं
ETVBHARAT
today
4:35
শিল্পশহর দুর্গাপুরে মোদির সভা, 5400 কোটির প্রকল্পের উদ্বোধন-শিলান্যাস করবেন প্রধানমন্ত্রী
ETVBHARAT
today
6:17
ಭಾರತದ ಏಕೈಕ ರಾಜಘಟ್ಟ ಬೌದ್ಧ ಚೈತ್ಯಾಲಯ ಉತ್ಖನನಕ್ಕೆ ಚಾಲನೆ: ಪ್ರಮುಖ ಬೌದ್ಧರ ಪ್ರವಾಸಿ ತಾಣವಾಗಿ ಅಭಿವೃದ್ಧಿ
ETVBHARAT
today
2:42
ಭಾರಿ ಮಳೆಯಿಂದ ಕಿತ್ತುಹೋದ ಗುಡೇನಕಟ್ಟಿ - ಯರಿನಾರಾಯಣ ರಸ್ತೆ; ಸ್ವಂತ ಹಣ ಹಾಕಿ ಗ್ರಾಮಸ್ಥರಿಂದಲೇ ರಸ್ತೆ ನಿರ್ಮಾಣ
ETVBHARAT
today
3:09
नेटबॉल नेशनल के लिये स्टेट टीम का सिलेक्शन स्टार्ट, सरगुजा से 3 सीनियर और 7 जूनियर बच्चे शामिल
ETVBHARAT
today
5:50
ଓଡିଶା ବନ୍ଦ; ଚକ ଅଖ ଜାମ, ସାରା ରାଜ୍ୟରେ ଯାତାୟତ ଠପ୍, ଯାତ୍ରୀ ହନ୍ତସନ୍ତ, ଜୋର ଧରିଲା ରାଜନୀତି
ETVBHARAT
today
2:41
आरजीएचएस में घोटाला: अलवर में मिली करोड़ों की अनियमितता, 11 चिकित्सकों से मांगा स्पष्टीकरण
ETVBHARAT
today
8:25
'एनकाउंटर होगा.. बुलडोजर चलेगा..' बिहार के डिप्टी सीएम का खुला एलान
ETVBHARAT
today
2:42
SSP ਦਫ਼ਤਰ ਬਾਹਰ ਮੋਟਰਸਾਈਕਲ ਸਵਾਰਾਂ ਨੇ ਦਿੱਤਾ ਵਾਰਦਾਤ ਨੂੰ ਅੰਜਾਮ
ETVBHARAT
today
1:29
જુનાગઢ મનપાની સ્થાયી સમિતિની બેઠક રદ, કોંગ્રેસ - ભાજપ વચ્ચે આક્ષેપ પ્રતિ આક્ષેપ
ETVBHARAT
today
0:34
टीचर ने कहा- DEO-BEO से मधुर संबंध, ट्रांसफर रुकवा दूंगा; एसीबी ने कोरबा में 2 लाख रुपये लेते पकड़ा
ETVBHARAT
today
5:48
राजमाता सिंधिया ने क्यों दे दी थी सगाई की अंगूठी, बीजेपी प्रदेश अध्यक्ष हेमंत खंडेलवाल ने बताई वजह
ETVBHARAT
today
2:40
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
today
3:04
ਦਰਬਾਰ ਸਾਹਿਬ ਨੂੰ ਧਮਕੀ ਮਾਮਲੇ 'ਚ ਪੁਲਿਸ ਦਾ ਦਾਅਵਾ, ਜਲਦੀ ਗ੍ਰਿਫ਼ਤ 'ਚ ਹੋਣਗੇ ਮੁਲਜ਼ਮ, ਨਾ ਘਬਰਾਏ ਸੰਗਤ
ETVBHARAT
today
2:42
એકતાનગર સ્ટેચ્યુ ઓફ યુનિટી ખાતે GNCના 1800 વિધાર્થીઓએ "અંગદાન મહાદાન"નો આપ્યો સંદેશ
ETVBHARAT
today
1:24
એકતાનગર સ્ટેચ્યુ ઓફ યુનિટી ખાતે GNCના 1800 વિધાર્થીઓએ "અંગદાન મહાદાન"નો આપ્યો સંદેશ
ETVBHARAT
today