ଜେବି ପଟ୍ଟନାୟକ ବଞ୍ଚିଥିଲା ବେଳେ ଏହି ମାମଲା ଆସିବାର ଥିଲା : ଅଞ୍ଜନା ମିଶ୍ର

  • 3 years ago
'ପ୍ରତିଦିନ ମରି ମରି ବଞ୍ଚିଛି, ବିବନକୁ ଫାଶି ହେଉ': ଅଞ୍ଜନା କହିଲେ, ଜେବି ପଟ୍ଟନାୟକ ବଞ୍ଚିଥିଲା ବେଳେ ଏହି ମାମଲା ଆସିବାର ଥିଲା । 22 ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ ।
#ଅଞ୍ଜନା ମିଶ୍ର #ବିବନ_ବିଶ୍ୱାଳ #Anjana_Mishra #Biban_Biswal