ବାଲିରେ ବିଶାଳ ନନ୍ଦିଘୋଷ

  • 3 years ago
ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ବାଲିରେ ମହାପ୍ରଭୁ ଓ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି 3ଡି ବାଲୁକା କଳାର ଉଚ୍ଚତା 43.2 ଫୁଟ ରହିଥିବା ବେଳେ ଚଉଡା ରହିଛି 35 ଫୁଟ ।
#RathYatrawithOneindiaOdia #RathYatra #RathaJatra2021 #ରଥଯାତ୍ରା #रथय़ात्रा #Puri #Odisha

Recommended