ଆଇଆଇସିଙ୍କଠାରୁ ହୋମଗାର୍ଡ, ଥାନାରେ କରୁଛନ୍ତି ନାଗିନ୍ ଡ୍ୟାନ୍ସ

  • 3 years ago
#ଥାନାରେ_ନାଗିନ_ନାଚ
ରଙ୍ଗ ଲାଗିଛି ଖାକିରେ, ସମସ୍ତେ ଗୋଟିଏ ଛାତ ତଳେ ମସଗୁଲ ନାଚରେ । ପାଣିକୋଇଲି ଥାନାର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ବେସ୍ ଭାଇରାଲ୍ ହୋଇଛି । ଦେଖନ୍ତୁ କିଭଳି ନାଗିନ୍ ଗୀତରେ ନାଚୁଛନ୍ତି ପୁଲିସ କର୍ମଚାରୀ ।
#OneindiaOdia #Odisha #OdishaPolice

Recommended