Skip to playerSkip to main contentSkip to footer
  • 2/12/2021
#ସ୍ମୃତିରେ_ରେଡ଼ିଓ
ଆଜି ହେଉଛି ବିଶ୍ୱ ରେଡିଓ ଦିବସ । ଏହି ଅବସରରେ ପୁରୀର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ରେଡ଼ିଓ ତିଆରି କରିଛନ୍ତି । ରେଡିଓ ସହ ସ୍ମୃତି ସମସ୍ତଙ୍କର ରହିଥାଏ । ଏହାକୁ ଆଉ ଥରେ ମନେ ପକାଇବା ପାଇଁ ଶାଶ୍ୱତଙ୍କ ଏହି ଅଭିବବ ପ୍ରୟାସ ।
#WorldRadioDay #WorldRadioDay2021 #radioday #OneindiaOdia #Odisha

Category

🗞
News

Recommended