patriotic song by singer Antara Chakraborty

  • 3 years ago

#ଯୋଦ୍ଧାଙ୍କୁ_ସଲାମ
ଦେଶର ସୀମାରେ ହେଉ ଅବା ଭିତରେ ଅହରହ ଓ ନିରବଚ୍ଛିନ ଭାବରେ ଆମ ଜୀବନକୁ ସୁରକ୍ଷିତ ରଖିଛନ୍ତି ବୀର ଯବାନ, ପୁଲିସ, ଡାକ୍ତର, ନର୍ସ ଓ ସ୍ୱେଚ୍ଛାସେବୀ । ଏମାନଙ୍କୁ ସମ୍ମାନ ଦେବାରେ କୌଣସି ନିର୍ଦ୍ଦିଷ୍ଟ ଦିବସକୁ କାହିଁକି ଅପେକ୍ଷା କରିବା ? ଶୁଣନ୍ତୁ ଗାୟିକା ଅନ୍ତରା ଚକ୍ରବର୍ତ୍ତିଙ୍କ ଏହି ଦେଶାତ୍ମବୋଧକ ଗୀତ ଏବଂ ସମସ୍ତଙ୍କ ମନୋବଳ ବଢାଇବା ପାଇଁ କୁହନ୍ତୁ 'ଜୟ ହିନ୍ଦ୍' ।
#OneindiaOdia #Odisha Antara Chakrabarty #Warriors

Recommended