poem of the famous poet Rakshak Nayak

  • 3 years ago
'#ଯାହାକୁ_ଠାକୁର_ଭାବି_ପୂଜା_କରିଥିଲେ'
'#ତାକୁ_ନେଇ_ପାହାଚ_ତଳର_ପାଦପୋଛା_କରାଗଲା'
ଆସ ଘଡ଼ିଏ ବସିବା,
ସେଇ ଦେଶ କଥା ଭାବିବା,
କ'ଣ କରିପାରିବା ନ କରିବା ପର କଥା,
ବଡ଼ କଥା ହେବ ଆମେ ଟିକେ ବସି ଦେଶ କଥା ଭାବି ତ ପାରିବା ।।
ଖ୍ୟାତନାମା କବି ରକ୍ଷକ ନାୟକଙ୍କ କବିତା ଦେଶ ଭାବ ଶୁଣନ୍ତୁ ତାଙ୍କରି ମୁହଁରୁ ।