Odisha Farmer makes waterwheel using bamboo and plastic bottles for irrigation
  • 3 years ago
ବୁଦ୍ଧି ଥିଲେ ବାଟ ମିଳେ: ନଦୀରୁ ୨ କି.ମି ଦୂର ଥିଲା କ୍ଷେତ, ଚାଷୀ ତିଆରି କଲେ ଦେଶୀ ଜଳଚକ୍ର
ଚାଷୀଙ୍କ ନାମ ହେଉଛି ମହୁର ଟିପିରିଆ । ମହୁରଙ୍କ କ୍ଷେତ ଦୂରତା ନଦୀଠାରୁ 2 କିଲୋମିଟର ଦୂରରେ । ତେବେ ଜଳସେଚନର ସମସ୍ୟକୁ ଖୁବ ସହଜରେ ସମାଧାନ କରି ନିଜ ବୁଦ୍ଧି ବଳରେ ସୃଷ୍ଟି କରିଛନ୍ତି ଏକ ଦେଶୀ ଜଳଚକ୍ର ।

#ବୁଦ୍ଧି_ଥିଲେ_ବାଟ_ମିଳେ #ମହୁର_ଟିପିରିଆ #ଦେଶୀ_ଜଳଚକ୍ର
#irrigation #Odisha_Farmer #waterwheel
Recommended