Suresh Mohapatra has taken over as the new Chief Secretary
  • 3 years ago
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ 1986 ବ୍ୟାଚର ଆଇଏଏସ୍ କ୍ୟାଡର ସୁରେଶ ମହାପାତ୍ର । ଓଡ଼ିଶାବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ମଙ୍ଗଳକାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ ।
Recommended