Pradeep Kumar Jena took over as the Development Commissioner

  • 3 years ago
ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ପ୍ରଦୀପ କୁମାର ଜେନା । ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ବର୍ଷକୁ ଶୁଖସମୃଦ୍ଧ କରିବା ନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ ।