Where did the FBI go - Bijoy Mohapatra slams Odisha govt on alleged tardy probe in Naba Das murder
  • last year
ନବ ଦାସ ହତ୍ୟା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ । ଦୁଇ ଜଣ ଅଣଓଡିଆ ଅଫିସର୍ ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି କହି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି ବିଜୟ । ଖାଲି ସେତିକି ନୁହେଁ ଘଟଣା ସଂପର୍କରେ ମୁହଁ ନଖୋଲିବା ପାଇଁ ଝାରସୁଗୁଡା ଅଂଚଳର ବିଜେଡି ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ କରିବା ସହିତ ମାମଲାରେ ଷଡ଼ଯନ୍ତ୍ରର ତଦନ୍ତ ଲାଗି ୧୨୦ ବି' ଦଫା କାହିଁକି ଲଗାଯାଇନି ବୋଲି ପ୍ରଶ୍ନ କରିଛନ୍ତି ।

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: https://khabar.odishatv.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://live.odishatv.in/
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/


#OdishaTV #OTV
Recommended