Skip to playerSkip to main contentSkip to footer
  • 7/3/2025
ଦୁଃଖ ଶୁଣ ସରକାର, ପ୍ରସବ ବେଦନାଠୁ ବଳିପଡୁଛି ଖଟିଆରେ ଗର୍ଭବତୀଙ୍କୁ ବୋହିନେବା କଷ୍ଟ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଜନନୀ ଯନ୍ତ୍ରଣା।

Category

🗞
News

Recommended