ଚତୁର୍ଥ ଜ୍ୟୋତିଲିଙ୍ଗ ଭଗବାନ ଓଁକାରେଶ୍ଵର ବିଷୟରେ ଆଶ ଯାଣିବା । The Story Of Fourth Jyotirling - Om_ HD
  • 6 years ago
ଶିବପୁରାଣ ଆଶି ଥିବା ଚତୁର୍ଥ ଜ୍ୟୋତିଲିଙ୍ଗ ଭଗବାନ ଓଁକାରେଶ୍ଵର ବିଷୟରେ ଆଶ ଯାଣିବା ।

#GURUGOBIDAYA

Video Link
ପ୍ରଥମ ଜ୍ୟୋତିଲିଙ୍ଗ Link,,
https://youtu.be/mbjBMMbFXC0
ଦୁତିୟ ଜ୍ୟୋତିଲିଙ୍ଗ Link
https://youtu.be/P1jWUUptPkA
ତୃତୀୟ ଜ୍ୟୋତିଲିଙ୍ଗLink,
https://youtu.be/3T1WbKx7ia8
WEBSITE LINK
http://gurugobindaya.blogspot.in

ଶିବପୁରାଣ ଆଶି ଚତୁର୍ଥ ଜ୍ୟୋତିଲିଙ୍ଗ ଭଗବାନ ଓଁକାରେଶ୍ଵର ବିଷୟରେ କିଛି କଥା ।
ଓଁକାରେଶ୍ଵର ଜ୍ୟୋତିର୍ଲିଙ୍ଗ

ଓଁକାରେଶ୍ଵର, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ନର୍ମଦା ନଦୀ ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ଵୀପରେ ବିରାଜମାନ ।


ଭୌଗୋଳିକ ଅବସ୍ଥିତି

ଦିଗବାରେଣି22°14′46″N 76°09′01″E / 22.24611°N 76.15028°E
ଦେଶଭାରତ
Stateମଧ୍ୟ ପ୍ରଦେଶ
ଅବସ୍ଥିତିମଧ୍ୟ ପ୍ରଦେଶ, ଭାରତ
ପରମ୍ପରାମୁଖ୍ୟ
ଆରାଧ୍ୟଓଁକାରେଶ୍ଵର (ଶିବ)ଇତିହାସ ଓ ପାଳନ

କିମ୍ୱଦନ୍ତୀସମ୍ପାଦନ କରନ୍ତୁ

ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମକାରେଶ୍ୱର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।

ଶ୍ରୀ ଗୋବିନ୍ଦ ଭାଗବତପାଦ ଗୁମ୍ଫାସମ୍ପାଦନ କରନ୍ତୁ

ଇତିହାସରୁ ଜଣାଯାଏ ଯେ, ଏକଦା ଏହି ଗୁମ୍ଫାରେ ମହାଗ୍ୟାନୀ ଗୋବିନ୍ଦ ଭାଗବତପାଦ ନାମରେ ଜଣେ ସନ୍ଥ ବାସ କରୁଥିଲେ । ଆଉ ଏହିଠାରେ ଥିବା ଅବସ୍ଥାରେ ସେହି ସନ୍ଥଙ୍କଠାରୁ ଶଙ୍କରାଚାର୍ଯ୍ୟ ଦୀଖ୍ୟା ଏବଂ ଶିଖ୍ୟା ଲାଭ କରିଥିଲେ । ଖାସ ସେଇଥିପାଇଁ ଏହି ସ୍ଥାନଟିକୁ ଖୁବ ପବିତ୍ର ମନେ କରାଯାଏ ।

କେଦାରେଶ୍ୱର ମନ୍ଦିରସମ୍ପାଦନ କରନ୍ତୁ

ମଧ୍ୟପ୍ରଦେଶର ଏହା ଏକ ସବୁଠାରୁ ପବିତ୍ର ତୀର୍ଥସ୍ଥଳୀ ଅଟେ । ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ । ଖାସ୍ ସେଇଥିପାଇଁ ଏଠାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସିଥାନ୍ତି । ଆଉ ନିଜ ନିଜର ମାନସିକ ରଖିଥାନ୍ତି ।

ଓଁକାର ମାନ୍ଧାତା ମନ୍ଦିରସମ୍ପାଦନ କରନ୍ତୁ

ଓମକାର ମାନ୍ଧାତା ମନ୍ଦିର ହେଉଛି ଏକ ଶୈବପୀଠ । ଭାରତରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ପାତାଳଫୁଟା । କିନ୍ତୁ ତାଙ୍କୁ କେହି ସହଜରେ ଦର୍ଶନ କରିପାରନ୍ତି ନାହିଁ । କାରଣ ସିଏ ସବୁବେଳେ ପାଣିରେ ବୁଡି ରହିଥାନ୍ତି । ତେବେ ଏହି ମନ୍ଦିରରେ କେବଳ ମହାଦେବ ପୂଜା ପାଆନ୍ତି ନାହିଁ । ତାଙ୍କ ବ୍ୟତୀତ ଏଠାରେ ଦେବୀ ଅନ୍ନପୂର୍ଣ୍ଣା ଆଉ ପ୍ରଭୁ ଗଣେଷଙ୍କୁ ମଧ୍ୟ ପୂଜା କରାଯାଇଥାଏ ।

ଭ୍ରମଣ ସମୟସମ୍ପାଦନ କରନ୍ତୁ

ବର୍ଷର ଯେ କୌଣସି ସମୟରେ ଓଁକାରେଶ୍ୱର ଯାଇହେବ ।

ଆଉ କିଛି ଜାଣି ବାକୁ ମୋନ ତାହାଲେ link
http://gurugobindaya.blogspot.in
Recommended